ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 28, 2020, 3:02 PM IST

1.ଦେଶର ପ୍ରତି ଜିଲ୍ଲାରେ କୋଭିଡ-19 ପରୀକ୍ଷା ସୁବିଧା କରିବେ କେନ୍ଦ୍ର ସରକାର

ଦେଶର ପ୍ରତ୍ୟେକ ଜିଲ୍ଲାରେ କୋଭିଡ ପରୀକ୍ଷା ସୁନିଶ୍ଚିତ କରିବାକୁ ସରକାରଙ୍କ ଯୋଜନା । ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ।

2.କୋଭିଡ-19 ସ୍ଥିତିରେ ଭାରତ ‘ବିଶ୍ବ ଫାର୍ମାସୀ’ ଭାବେ ଉଭା ହୋଇଛି: କେନ୍ଦ୍ରମନ୍ତ୍ରୀ

ଭାରତକୁ ‘ବିଶ୍ବ ଫାର୍ମାସୀ’ କହିଲେ ରାସାୟନିକ ପଦାର୍ଥ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡା । ସୋମବାର କୋଭିଡ-19 ବିଷୟରେ ସୂଚନା ଦେଇ ତାହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

3.ରାଜ୍ୟରେ 28 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା । ଦିନକରେ 1215 ଜଣ ସଂକ୍ରମିତ ଚିହ୍ନଟ ଏବଂ 7 ମୃତ ।

4.ମନରେଗାରେ ହେଉଛି ବ୍ୟାପକ ଦୁର୍ନୀତି: ବିଜେପି

ରାଜ୍ୟରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଆଣିଲେ ସଙ୍ଗୀନ ଅଭିଯୋଗ । ଗୋଲକଙ୍କ ଅଭିଯୋଗ ଓଡ଼ିଶାରେ ମନରେଗା କାମରେ ହେଉଛି ବ୍ୟାପକ ଦୁର୍ନୀତି ।

5.ସାମ୍ବାଦିକ ବିକ୍ରମ ହତ୍ୟାକାଣ୍ଡ, ଫେରାର ଅଭିଯୁକ୍ତ ମୁଣ୍ଡରେ 25,000 ପୁରସ୍କାର ରାଶି

ସାମ୍ବାଦିକ ବିକ୍ରମ ଯୋଶୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଆକାଶ ବିହାରୀଙ୍କ ମୁଣ୍ଡରେ 25,000 ଟଙ୍କା ପୁରସ୍କାର ରାଶି। ଗାଜିଆବାଦ ଏସଏସପି ଏ ସମ୍ପର୍କରେ ସୂଚନା ପ୍ରଦାନ କରି ପୁରସ୍କାର ରାଶି ଘୋଷଣା କରିଛନ୍ତି।

6.2021 ଯାଏଁ ବଢିଲା ଗୁଗଲର ‘ୱାର୍କ ଫର୍ମ ହୋମ୍’ ଅବଧି

ଗୁଗଲ କର୍ମଚାରୀ ବର୍ତ୍ତମାନ ଜୁନ 2021 ଯାଏଁ ଘରେ ବସି କାମ କରିବେ । ଗୁଗଲ ନିଜ କର୍ମଚାରୀଙ୍କ ୱାର୍କ ଫର୍ମ ହୋମ୍ ଅବଧିକୁ 2021 ଯାଏଁ ବୃଦ୍ଧି କରିଛି ।

7.ଖୋଲିଲା ବଜାର, ସେନସେକ୍ସ 230 ପଏଣ୍ଟ ଓ ନିଫ୍ଟି 11,200

ସବୁଜ ସଙ୍କେତରେ ଖୋଲିଲା ବଜାର। ଆର୍ଥିକ କ୍ଷେତ୍ରରେ ଲାଭ ଦ୍ୱାରା ସକାରାତ୍ମକ ମୁଦ୍ରାରେ ମାର୍କେଟ ଖୋଲିଛି। ସେନସେକ୍ସ 230 ପଏଣ୍ଟ, ନିଫ୍ଟି 11,200ରେ ପହଁଞ୍ଚିଛି।

8.ମାଲଦ୍ୱୀପ ବ୍ୟବସାୟୀଙ୍କୁ 16 ମିଲିୟନ୍ ଡଲାରର ଲିକ୍ୟୁଡିଟି ଅଫର୍

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସ୍ଥାନୀୟ ବ୍ୟବସାୟ ପାଇଁ 16.20 ମିଲିୟନ ଡ଼ଲାରର ଆର୍ଥିକ ସହାୟତା(ଲିକ୍ୟୁଡିଟି) ପ୍ରଦାନ କରୁଛି। ଏବଂ 200 ରୁ ଅଧିକ ଖୁଚୁରା ଆକାଉଣ୍ଟ ପାଇଁ ଋଣ ପରିଶୋଧ(ଇଏମ ଆଇ)କୁ ସ୍ଥଗିତ ରଖିଛି ବୋଲି ମାଲଦ୍ୱୀପରେ ଭାରତୀୟ ଉଚ୍ଚ ଆୟୋଗରୁ ସୂଚନା ମିଳିଛି।

9.‘ଟେଷ୍ଟ କ୍ରିକେଟରେ ଭାରତର ବିରେନ୍ଦ୍ର ସେହୱାଗ ହେବେ ରୋହିତ ଶର୍ମା’

ରୋହିତ ଶର୍ମା ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ ଯିଏ କି ଟେଷ୍ଟ ଓପନର ଭାବେ ବିରେନ୍ଦ୍ର ସେହୱାଗଙ୍କ ଭଳି ଇନିଂସ ଖେଳିପାରିବେ ବୋଲି କହିଛନ୍ତି ଇରଫାନ ପଠାନ ।

10.ଧନୁଷ@37, ଜାଣନ୍ତୁ ସେଫରୁ ସୁପରଷ୍ଟାରର ସଫର...

ନିଜ ଦମଦାର ଅଭିନୟ ଜରିଆରେ ଆଜି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରୁଛନ୍ତି ଧନୁଷ । କିପରି ହେଲେ ସେ ସାଉଥର ସୁପରଷ୍ଟାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.