ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - 3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 11, 2020, 3:01 PM IST

1.ଭୁବନେଶ୍ବରରୁ ପୁଣି 38 କୋରୋନା ପଜିଟିଭ ଚିହ୍ନଟ

ରାଜଧାନୀକୁ ବ୍ୟାପୁଛି କୋରୋନା । ଭୁବନେଶ୍ବରରୁ 38 କୋରୋନା ପଜିଟିଭ ଚିହ୍ନଟ।

2.ସ୍ମାର୍ଟସିଟିରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ

କୋରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ ।

3.ତାଲା ଭାଙ୍ଗି ଲ୍ୟାମ୍ପସରୁ 3 ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଉରକେଲା-ନୂଆଗାଁ ବ୍ଲକ ସୋରଡା ହାତୀବାରୀ ଲ୍ୟାମ୍ପସରୁ ଲୁଟ । ଓଡିଶା ଝାଡଖଣ୍ଡ ସୀମାରେ ଥିବାରୁ ଚୋରି ଘଟଣାରେ ପଡୋଶୀ ଝାଡଖଣ୍ଡ ଅପରାଧୀଙ୍କ ହାତଥିବା ସନ୍ଦେହ କରାଯାଉଛି l

4.କୋରୋନା ପ୍ରହାର: ବିଏମଡବ୍ଲ୍ୟୁ କାର ବିକିବେ ଦୂତି

ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ସେ ନିଜ ଦାମିକା ବିଏମଡବ୍ଲ୍ୟୁ କାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

5.ବାଘ ଗଣନାରେ ଗିନିଜ ୱାର୍ଲ୍ଡ ରେକର୍ଡ, 2018 କ୍ୟାମେରା-ଟ୍ରାପ ଭାରତରେ ସର୍ବାଧିକ

ଭାରତରେ ବାଘ ଆକଳନ 2018 ମସିହା ପାଇଁ ରେକର୍ଡ ସ୍ଥାନକୁ ପ୍ରବେଶ କରିଛି। ସର୍ବ ବୃହତ କ୍ୟାମେରା-ଟ୍ରାପ ବନ୍ୟଜନ୍ତୁ ସର୍ବେକ୍ଷଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପୁରସ୍କୃତ ହୋଇଛି।

6.‘ଧାରାବୀ’ ପ୍ରସଂଶାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ

ଏସିଆର ସର୍ବବୃହତ ଜନବହୁଳ ବସ୍ତି ‘ଧାରାବୀ’ର ପ୍ରସଂଶା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ।

7.ହାଇଆର୍ଲଟରେ ଉପତ୍ୟକା, ପୁଲୱାମା ଭଳି ଆତଙ୍କୀ ଷଡଯନ୍ତ୍ର ନେଇ ଗୁଇନ୍ଦା ସୂଚନା

ହାଇଆର୍ଲଟରେ କାଶ୍ମୀର ଉପତ୍ୟକା । ଆତଙ୍କୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଛି।

8.ଏନକାଉଣ୍ଟର ପରେ ବିକାଶ ଦୁବେର ସମ୍ପତ୍ତି ଯାଞ୍ଚ କରିବ ଇଡି

ଏନକାଉଣ୍ଟର ପରେ ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତିକୁ ଯାଞ୍ଚ କରାଯିବ। ବିକାଶ ଦୁବେର ସମ୍ପତ୍ତି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି।

9.'ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛି ବିଜେପି'

ବିଜେପି ରାଜ୍ୟରେ ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ।

10.ସାଉଥାମ୍ପଷ୍ଟନ ଟେଷ୍ଟ: ରୋମାଞ୍ଚକର ସ୍ଥିତିରେ ମୁକାବିଲା, ଆଜି 4ର୍ଥ ଦିନ

ଆଜି 4ର୍ଥ ଦିନରେ ଇଂଲଣ୍ଡ ଅସମାପ୍ତ ସ୍କୋର 15/0ରୁ ବ୍ୟାଟିଂ ଆରମ୍ଭ କରିବ । ତେବେ 99ରନ ପଛରେ ଥିବା ଷ୍ଟୋକ୍ସଙ୍କ ଟିମ, ଇଣ୍ଡିଜ ସାମ୍ନାରେ ବଡ ବିଜୟ ଲକ୍ଷ୍ୟରେ ରହିବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.