ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର...

ଗୁରୁତ୍ବପୂର୍ଣ୍ଣ ଖବରଗୁରୁତ୍ବପୂର୍ଣ୍ଣ ଖବର
ଗୁରୁତ୍ବପୂର୍ଣ୍ଣ ଖବର
author img

By

Published : Dec 31, 2020, 1:07 PM IST

Updated : Dec 31, 2020, 1:24 PM IST

1-ନୂଆବର୍ଷ କଟକଣା; ଆଜି ରାତି 10ରୁ କର୍ଫ୍ୟୁ

ଆଜି ରାତି 10ଟାରୁ ଆସନ୍ତାକାଲି ସକାଳ 5ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ।

2-ଟିକାକରଣରୁ ବାଦ ପଡିବେନି ସ୍ବାସ୍ଥ୍ୟକର୍ମୀ, ପୁଣି ଥରେ ହେବ ତାଲିକା ପ୍ରସ୍ତୁତ

ପୁଣି ଥରେ କ୍ଷେତ୍ର ପରିଦର୍ଶନ କରି ବାଦ ପଡିଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ମହାନଗର କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ।

3-ରାଜ୍ୟରେ ଦିନକରେ 315 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଗତ 24 ଘଣ୍ଟାରେ 315 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

4-କୋରୋନା ଅପଡେଟ:ଦେଶରେ ଗୋଟିଏ ଦିନରେ 21,821 ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ 21 ହଜାର 821ଟି ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଛି। ସେହିପରି 299 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି।

5-ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି

ଗୁଜୁରାଟର ରାଜକୋଟରେ ଭିଡିଓ କନଫରେନ୍ସି ଜରିଆରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6-ଦିଲ୍ଲୀକୁ ଫେରିଲା ରାତ୍ରୀ କାଳୀନ କର୍ଫ୍ୟୁ

ଦିଲ୍ଲୀରେ ହେବନି ଜିରୋ ଆୱାର ସେଲିବ୍ରେସନ । ରେଷ୍ଟୁରାଣ୍ଟ, କ୍ଲବ, ପବ ଓ ବାରରେ ଲାଗିଲା କଟକଣା ।

7-ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର

ଆଜି ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି ।

8-ପଞ୍ଜାବର ଗ୍ୟାଙ୍ଗଷ୍ଟାର ଶୁଖ ବିକରିୱାଲ ଗିରଫ

ଗ୍ୟାଙ୍ଗଷ୍ଟାର ଶୁଖ ବିକରିୱାଲ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ତାକୁ ଗିରଫ କରିଛି ।

9-ସଜନା ଶାଗ ତୋଳିବା ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

ଶାଗ ତୋଳିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ।

10-କୋରୋନା କବଳରେ ବିଗବସ ଫେମ ଗୌତମ

କୋରୋନା ପଜିଟିଭ ‘ବିଗବସ 8’ର ବିଜେତା ଗୌତମ ଗୁଲାଟି

Last Updated : Dec 31, 2020, 1:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.