ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@ 1PM

ନଜର ପକାନ୍ତୁ NEWS@ 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 19, 2020, 1:04 PM IST

1.ରାଜ୍ୟରେ 27 ହଜାର ପାର କୋରୋନା ସଂକ୍ରମଣ, ଖୋର୍ଦ୍ଧାରେ ସର୍ବାଧିକ

ରାଜ୍ୟରେ ଥମିବାର ନାଁ ନେଉନି କୋରୋନା ସଂକ୍ରମଣ । ଆଜି 30 ଟି ଜିଲ୍ଲାରେ 1983 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି..

2.ସୀମା ବିବାଦ: ଆଗାମୀ ସପ୍ତାହରେ 8ମ କମାଣ୍ଡର ସ୍ତରୀୟ ବୈଠକ

ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ-ଚୀନ ମଧ୍ୟରେ ଅଷ୍ଟମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଆସନ୍ତା ସପ୍ତାହରେ ଅନୁଷ୍ଠିତ ହୋଇପାରେ..

3.‘ମାସକ ମଧ୍ୟରେ ହେବ ପିସିସି ପୁନର୍ଗଠନ’

ମାସକ ମଧ୍ୟରେ ପିସିସି ପୁନର୍ଗଠନ ହେବ । ଏନେଇ ସୂଚନା ଦେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ..

4.ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧ୍ୟାପକ, 6 ଟି ଜାଗାରେ ଚାଲିଛି ଚଢାଉ

ଅଧ୍ୟାପକ ଜି. ନାଗେଶ୍ଵର ରାଓ ଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ 6 ଟି ଜାଗାରେ ଚାଲିଛି ରେଡ। ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ..

5.କୃଷି ଆଇନକୁ ବିରୋଧ, ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ

କୃଷି ଆଇନ ବିରୋଧରେ ବିଧାନସଭାରେ ସଙ୍କଳ୍ପ ଆଣିବାକୁ ଦାବି କରି ପଞ୍ଜାବରେ ଆପ୍‌ ବିଧାୟକଙ୍କ ପ୍ରଦର୍ଶନ..

6.ଝଲସିବ ଅହମିଆଁ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନ, ଚାଲିଛି ମରାମତି

ପୁଣି ଝଲସିବ ଅହମିଆଁ କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ବାସଭବନ । ଆରମ୍ଭ ହୋଇଛି ମରାମତି କାମ..

7.ଭିଏତନାମ ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା 90କୁ ବୃଦ୍ଧି

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 90 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି..

8.କମଲନାଥଙ୍କ ‘ଆଇଟମ୍’ ବୟାନକୁ ନେଇ ମହାଭାରତ, ଧାରଣାରେ ଶିବରାଜ

ମଧ୍ୟପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି..

9.ବାବା କା ଢାବା ପରେ ସାହାଯ୍ୟ ଅପେକ୍ଷାରେ ରୋଟି ୱାଲି ଆମ୍ମା

ଏବେ ଗ୍ରାହକ ଅପେକ୍ଷାରେ ବସିଛି ରୋଟୀୱାଲୀ ଆମ୍ମା। ବର୍ତ୍ତମାନ ଏହି ବୃଦ୍ଧାଙ୍କ ଦୁଃଖଦ ଭିଡିଓ ଭାଇରାଲ ହୋଇଛି..

10.ମହମ୍ମଦ ସାମି ସୁପର ଓଭରରେ 6 ୟର୍କର ପକାଇବାକୁ ଚାହୁଁଥିଲେ: କେଏଲ ରାହୁଲ

ମ୍ୟାଚ ପରେ ସାମିଙ୍କୁ ନେଇ ପଞ୍ଜାବ ଅଧିନାୟକ କହିଛନ୍ତି ଯେ, ସାମି ସୁପର ଓଭରରେ 6ୟର୍କର ପକାଇବାକୁ ଚାହୁଁଥିଲେ..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.