ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 10, 2020, 1:05 PM IST

1.ପୁଣି ରାଜ୍ୟରେ ପୁଣି 4 ମୁଣ୍ଡ ନେଲା କୋରୋନା

ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ଗୁରୁବାର 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି 4 ଜଣଙ୍କର ମୃତ୍ୟୁ ହୋଇଛି..

2.5 ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ମାଓ ପ୍ରବଣ ତାଲିକାରୁ 5 ଜିଲ୍ଲାକୁ ମାଓମୁକ୍ତ ଘୋଷଣା । ଟ୍ବିଟ କରି ସୂଚନା ଦେଲେ ପୋଲିସ ଡିଜିପି..

3.ଏନକାଉଣ୍ଟରରେ ପୁଅ ବିକାଶ ମୃତ, ପ୍ରତିକ୍ରିୟା ଦେଲେନି ମା’

ବିକାଶର ଗିରଫ ପରେ ମା' ସାରଳା ଦେବୀ ନିଜ ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ଏବେ ପୁଅର ଏନକାଉଣ୍ଟର ପରେ ସାରଳା ଦେବୀ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି..

4.ରେୱା ସୌର ପ୍ରକଳ୍ପଳକୁ ଉଦଘାଟନ କଲେ ମୋଦି, ବାର୍ଷିକ କମିବ 15 ଲକ୍ଷ ଟନ୍ ଅଙ୍ଗାରକାମ୍ଳ

ଭିସି ଦ୍ବାରା ପ୍ରଧାନମନ୍ତ୍ରୀ ଆଜି ମଧ୍ୟପ୍ରଦେଶର ରେୱା ଠାରେ ସ୍ଥାପିତ 750 ମେଗାୱାଟ ସୌର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି..

5.ଦେଶର 85 ପ୍ରତିଶତ କୋରୋନା ମୃତକ 45 ବର୍ଷୀୟ ବା ଉର୍ଦ୍ଧ୍ବ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଦେଶରେ କୋରୋନା କାରଣରୁ ମୃତ୍ୟୁ ଘଟିଥିବା 85 ପ୍ରତିଶତ ଲୋକଙ୍କ ବୟସ 45 ବର୍ଷରୁ ବୟସରୁ ଅଧିକ..

6.ବିକାଶ ଦୁବେ ଏନକାଉଣ୍ଟର: ୟୁପି ସରକାରଙ୍କୁ ଘେରିଲେ ବିରୋଧୀ

ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେଙ୍କ ଏନକାଉଣ୍ଟରରେ ମୃତ୍ୟୁକୁ ନେଇ ୟୁପି ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା..

7.ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

ରାଜ୍ୟରେ ବେକାବୁ କୋରୋନା । ଶୁକ୍ରବାର ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

8.ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ

ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି..

9.ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ

ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ..

10.ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ

ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୋଲିସର ଏନକାଉଣ୍ଟର..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.