ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Jul 30, 2020, 11:08 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

1.ରାଜ୍ୟରେ ନୂଆ 1203 ଆକ୍ରାନ୍ତ ଚିହ୍ନଟ, 30 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମିତ ସଂଖ୍ୟା । ଗୋଟିଏ ଦିନରେ 1203 ଆକ୍ରାନ୍ତ ଚିହ୍ନଟ...

2.ଦେଶରେ ବେକାବୁ କୋରୋନା: ଦିନକରେ 52,123 ଆକ୍ରାନ୍ତ ଚିହ୍ନଟ

ଗୋଟିଏ ଦିନରେ ସର୍ବାଧିକ 52,123 ଆକ୍ରାନ୍ତ ଚିହ୍ନଟ । 775 ମୃତ...

3. ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି..

4.ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ ଆଜି ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ..

5.ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା 107କୁ ବୃଦ୍ଧି

ଆସାମରେ ବନ୍ୟା ସ୍ଥିତି ସୁଧୁରୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 107 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି..

6.ଟ୍ରକ ସହ ପିକଅକ ଭ୍ୟାନ ମୁହାଁମୁହିଁ ଧକ୍କା, 4 ମୃତ

ମଧ୍ୟପ୍ରଦେଶ ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 45 କିଲୋମିଟର ଦୂରରେ ବିଛିୟା ରାଜପଥରେ ଗୁରୁବାର ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଛି..

7. ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ କରିବ ଖୋଳତାଡ । ଏହାପରେ ମୃତ୍ୟୁ ମାମଲାର ଗୁମର ଖୁବ ଶୀଘ୍ର ଖୋଲିବା ନେଇ ଆଶା କରାଯାଉଛି। ଅଧିକ ଖବର ପଢନ୍ତୁ...

8. ପରଲୋକରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି

ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ଦେହାନ୍ତ । କୋଲକାତାର ଏକ ହସ୍ପିଟାଲରେ 78 ବର୍ଷରେ ପରଲୋକ ।

9. ସୁଟିଂ ସେଟରେ ଯୁବତୀଙ୍କୁ ଦୁର୍ବ୍ୟବହାର, ଅଡୁଆରେ ଅଭିନେତା ପିଣ୍ଟୁ ନନ୍ଦ

ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ ଥାନାରେ ଏତଲା । ସୁଟିଂ ସେଟରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଅଧିକ ପଢନ୍ତୁ...

10.ସ୍ୱାମୀ ସ୍ତ୍ରୀଙ୍କୁ ଅଧା ଲଣ୍ଡା କରି ସ୍ତ୍ରୀଙ୍କ ସହ ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ

ଅସାମାଜିକ ଯୁବକମାନେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଅଧା ଲଣ୍ଡା କରିବା ସହ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.