ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jul 10, 2020, 11:15 AM IST

Updated : Jul 10, 2020, 11:37 AM IST

1.ରାଜ୍ୟରେ ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି

ରାଜ୍ୟରେ ବେକାବୁ କୋରୋନା । ଶୁକ୍ରବାର ସର୍ବାଧିକ 755 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

2.ବିହାର ଚମ୍ପାରଣରେ SSB ଓ STFର ମିଳିତ ଏନକାଉଣ୍ଟର, 4 ନକ୍ସଲ ନିପାତ

4 ନକ୍ସଲ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି..

3.ରଜୌରୀରେ ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଜଣେ ଯବାନ ଶହୀଦ

ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ..

4.କୋଭିଡ ସେଣ୍ଟରରେ ବଢିଲା ଖାଦ୍ୟ ଯୋଗାଣ ଭତ୍ତା

କୋଭିଡ ସେଣ୍ଟରରେ ଦୈନିକ ଖାଇବା ଖର୍ଚ୍ଚ ବୃଦ୍ଧି ହୋଇଛି । ଏହାକୁ 240 ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର..

5.କୋରୋନା ଆତଙ୍କ: 24ଘଣ୍ଟାରେ 26,506 ନୂଆ କେସ

ଦିନକୁ କୋରୋନା ସଂକ୍ରମଣଙ୍କ ସଂଖ୍ୟା ହୁହୁ ହେଇ ବଢି ଚାଲିଛି । ଆଜି 24ଘଣ୍ଟାରେ 26,506ଟି ନୂଆ ପଜିଟିଭ କେସ ସାମ୍ନାକୁ ଆସିଛି ଓ 457ଜଣଙ୍କ ମୃତ୍ୟୁ ହୋଇଛି ।

6.ମେଡିକାଲ ଫାଣ୍ଡିର ଜଣେ କନେଷ୍ଟବଳ କୋରୋନା ପଜେଟିଭ

ମେଡିକାଲ ଫାଣ୍ଡିକୁ ବ୍ୟାପିଲା କୋରୋନା । ଜଣେ କନେଷ୍ଟବଳ କୋରୋନା ପଜେଟିଭ । ଅନ୍ୟ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ।

7.ଷ୍ଟିଲସିଟିରେ ବ୍ୟାପୁଛି କୋରୋନା: ସପ୍ତାହକୁ 2 ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ସାପ୍ତାହିକ ସଟଡାଉନରେ ସାମିଲ ହେଲା ରାଉରକେଲା । କୋଭିଡ -19 ସଂକ୍ରମଣ ରୋକିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହରକୁ ସପ୍ତାହରେ 2 ଦିନ ଅର୍ଥାତ ଶନିବାର ଓ ରବିବାର ସଟଡାଉନ କରିବାକୁ ଘୋଷଣା କରିଛନ୍ତି ..

8.ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ

ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୋଲିସର ଏନକାଉଣ୍ଟର । ଗତକାଲି ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲା ବିକାଶ ଦୁବେ

9.ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ; ଫିଲ୍ମ ଷ୍ଟାଇଲରେ ବିକାଶ ଦୁବେକୁ ଏନକାଉଣ୍ଟର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ମଧ୍ୟପ୍ରଦେଶରୁ ଏସଟିଏଫ ଟିମ ସହ କାନପୁର ଆସୁଥିବା ବେଳେ ବିକାଶ ଦୁବେର ଫେରାର ଉଦ୍ୟମ । ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ନିହତ ଗ୍ୟାଙ୍ଗଷ୍ଟର..

10.ଆଜି ପ୍ରକାଶ ପାଇବ ICSE, ISC ରେଜଲ୍ଟ

କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେସ ପକ୍ଷରୁ ଶୁକ୍ରବାର ଆଇସିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ କରିବ..

Last Updated : Jul 10, 2020, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.