ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 2, 2020, 11:00 AM IST

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଦନ୍ତେୱାଡାରେ 18 ମାଓବାଦୀଙ୍କ ଆତ୍ମସମର୍ପଣ

ଲାଲଗଡ ଛାଡି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ନିଷ୍ପତ୍ତି ନେଇ ଏଠାରେ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି..

2.ଲୋକସେବା ଭବନକୁ ପ୍ରବେଶ କଟକଣା, ଜୁଲାଇ 31 ପର୍ଯ୍ୟନ୍ତ ବଢିଲା ଅବଧି

କୋଭିଡ 19 କଟକଣା ଜୁଲାଇ 31 ଯାଏଁ ବଢିଛି । ଏହି କାରଣରୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି..

3.ନୀଳାଚଳେ ଜଗନ୍ନାଥ: ମହଣ ମହଣ ସୁନାରେ ବିଭୂଷିତ ହେବେ ଉତ୍କଳୀୟ ମଉଡ ମଣି

ରଥରେ ପ୍ରଭୁଙ୍କର ସୁନାବେଶ ଯାହା ବଡ଼ ତଢ଼ାଉ ବେଶ ନାମେ ବିଦିତ । ରଥ ଉପରେ ଏହି ବର୍ଣ୍ଣାଢ଼୍ୟ, ଅବର୍ଣ୍ଣନୀୟ ବେଶ ଦେଖି ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ବିହ୍ବଳିତ ହୋଇଯାଏ..

4.ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର

ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଏନେଇ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ..

5.ହୀରାକୁଦ ଡ୍ୟାମରେ ବନ୍ଦ ହେଲା ଆଉ 4 ଗେଟ

ବିଗତ 2 ଦିନ ହେଲା ହୀରାକୁଦ ଡ୍ୟାମରୁ 8ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଥିବା ବେଳେ ଗତ ରାତିରେ ପର୍ଯ୍ୟାୟ କ୍ରମରେ ଆଉ 4 ଟି ଗେଟକୁ ବନ୍ଦ କରାଯାଇଛି..

6.କୋରୋନା ମାରିଲା ମାନବିକତା; ମୃତଦେହକୁ ଶ୍ମଶାନ ନେବା ପାଇଁ ମିଳିଲାନି ଚାରିକାନ୍ଧ

କୋରୋନା ଭୟରେ ଭୁଲିଗଲେ ମାନବିକତା । ମୃତଦେହକୁ ମିଳିଲାନି ଚାରି କାନ୍ଧ । ମୃତ୍ୟୁ ପରେ ଅନ୍ତିମ ସତ୍କାର କରିବାକୁ ଆସିଲେନି ବନ୍ଧୁ ପରିଜନ, ଆତ୍ମୀୟସୌଜନ..

7.ପ୍ଲାଜମାଦାତାଙ୍କୁ ଟ୍ରାକ୍ କରିବାକୁ ଲଞ୍ଚ ହେଲା COPAL-19 ଆପ୍

ଦିଲ୍ଲୀର ଆଇଆଇଟି ଛାତ୍ରଙ୍କ ସହିତ AIIMS ଡାକ୍ତରମାନେ ମିଶି ଏକ ଆପ୍ - COPAL-19 ପ୍ରସ୍ତୁତ କରିଛନ୍ତି ଯାହାକି କରୋନାଭାଇରସରୁ ସୁସ୍ଥ ହୋଇଥିବା ଇଚ୍ଛାକୃତ ପ୍ଲାଜମା ଦାତାମାନଙ୍କୁ ଟ୍ରାକ କରିବାରେ ସକ୍ଷମ ହେବ..

8.ମଧ୍ୟପ୍ରଦେଶରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି

ମଧ୍ୟପ୍ରଦେଶରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ..

9.UPSC ସିଭିଲ୍ ପ୍ରିଲିମନାରୀ ପାଇଁ ପରୀକ୍ଷାକେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ

ସର୍ବଭାରତୀୟ ପ୍ରଶାସନିକ ସେବା ତଥା ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ନିଜେ ବାଛି ପାରିବେ ପ୍ରାର୍ଥୀ । ଏନେଇ ଅନୁମତି ଦେଇଛି ୟୁପିଏସସି..

10.ପାକିସ୍ତାନରେ ପବଜି ବ୍ୟାନ୍

ଗେମ୍ ଉପରେ ଲାହୋର ହାଇକୋର୍ଟ ପିଟିଏକୁ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.