1.ଦେଶରେ ରେକର୍ଡ ଭାଙ୍ଗିଲା କୋରୋନା, ଗୋଟିଏ ଦିନରେ ସର୍ବାଧିକ 15413 ସଂକ୍ରମିତ
ସମୟ ବଢିବା ସହ ଦେଶରେ କୋରୋନା ଆକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସର୍ବାଧିକ 15413ଟି ମାମଲା ରିପୋର୍ଟ ହୋଇଛି..
2.ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ହେଲେ କନ୍ଧମାଳ ଝିଅ
ଭାରତୀୟ ବାୟୁ ସେନାର ପାସିଙ୍ଗ ଆଉଟ ପ୍ୟାରେଡ ପରେ ଫ୍ଲାଇଂ ଅଫିସର ଭାବେ ନିଯୁକ୍ତି ପାଇଲେ କନ୍ଧମାଳର ଝିଅ ସାଇ ପ୍ରଣିତା ମହାନ୍ତି..
3.ଶ୍ରୀନଗରରେ ଏନକାଉଣ୍ଟର, 3 ଆତଙ୍କୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ
CRPF ଭ୍ୟାଲି QAT (କୁଇକ୍ ଆକ୍ସନ୍ ଟିମ୍), 115 ବିଏନ, 28ବିଏ ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୋଲିସର ମିଳିତ ସେନାର କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଏନକାଉଣ୍ଟର ଆରମ୍ଭ ହୋଇଛି..
4.ଆନ୍ତର୍ଜାତିକ ଯୋଗ ଦିବସ: କୋରୋନାରୁ ମୁକ୍ତି ଦେବ ଯୋଗ
ରାଜଧାନୀ ଭୁବନେଶ୍ବରରେ ଯୋଗ ଦିବସ ପାଳିତ ହୋଇଯାଇଛି..
5.24 ଘଣ୍ଟାରେ ମହାରାଷ୍ଟ୍ରରେ 3,874 ଓ ଦିଲ୍ଲୀରେ 3,630 ନୂଆ ମାମଲା ରେକର୍ଡ
ମହାରାଷ୍ଟ୍ର ଗତ 24 ଘଣ୍ଟା ମଧ୍ୟରେ 3,874 ନୂତନ ପଜିଟିଭ୍ ମାମଲା ରିପୋର୍ଟ ହୋଇଥିବାବେଳେ ଜାତୀୟ ରାଜଧାନୀରେ 3,630 ନୂଆ କୋରୋନାଭାଇରସ୍ ମାମଲା ପଞ୍ଜିକୃତ ହୋଇଛି..
6.ବିନା ଭକ୍ତରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ଭାବବିହ୍ବଳ ଭକ୍ତ
ସୁସ୍ଥ ହେଲେ ମହାପ୍ରଭୁ । 15 ଦିନ ଧରି ନାନାଦି ଗୁପ୍ତ ସେବା ପରେ ନବଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ..
7.ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ଏହି ଦିନ ଏକତା ଏବଂ ସର୍ବଭାରତୀୟ ଭାଇଚାରାର ଦିନ ବୋଲି କହିଛନ୍ତି..
8.ବାଲୁକାକଳାରେ ଯୋଗ ଦିବସର ଶୁଭେଚ୍ଛା
କୋଭିଡ-19 ମହାମାରୀକୁ ଦେଖି ଚଳିତ ବର୍ଷ ନିଜ ନିଜ ଘରେ ଏହି ଯୋଗ ଦିବସ ପାଳନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ..
9.ସୁବାଷ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି
ଭୁବନେଶ୍ବର ସୁବାଷ ନଗର ବସ୍ତିରେ ଶନିବାର ୫ ଜଣ କୋରୋନା ପଜିଟିଭ ଚିହ୍ନଟପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି..
10.ଅଗଷ୍ଟ 24ରୁ ବୃଦ୍ଧି ପାଇବ ବିମାନଭଡା ଫିକ୍ସ ଅବଧି
ଯେଭଳି ସ୍ଥିତି ବଦଳୁଛି, ତାହା ଆଧାରରେ ଭଡା ସୀମା ଅବଧି ବୃଦ୍ଧି ହେବ ବୋଲି କହିଛନ୍ତି ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ କରୋଲା..