ETV Bharat / bharat

ବିଦେଶରେ ସବୁଠୁ ବଡ କାର୍ଯ୍ୟକ୍ରମ ‘ହାଓଡି ମୋଦି’ - ହୋଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦି

ଦେଶ ଦେଖିବ ବିଦେଶର ବଡ଼ କାର୍ଯ୍ୟକ୍ରମ । ସମସ୍ତ ରେକର୍ଡ଼କୁ ଅତିକ୍ରମ କରି ବିଶାଳ ଜନସଭାକୁ ସମ୍ବୋଧନ କରିବେ ଭାରତର ପ୍ରଧାନମନ୍ତ୍ରୀ । ଗୋଟିଏ ମଞ୍ଚରେ ଦୁନିଆର ଦୁଇ ଶକ୍ତିଶାଳୀ ନେତାଙ୍କୁ ଦେଖିବ ବିଶ୍ବ ।

ଡ଼ିଜାଇନ୍ ଫଟୋ
author img

By

Published : Sep 22, 2019, 10:52 AM IST

Updated : Sep 22, 2019, 4:06 PM IST

ହାଇଦ୍ରାବାଦ: ବିଦେଶ ମାଟିରେ କମାଲ କରିବେ ପ୍ରଧାନମନ୍ତ୍ରୀ ମୋଦି । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରିବେ ସବୁଠୁ ବଡ଼ ଜନସଭା । ନିର୍ବାଚନୀ ସଭାଠୁ ସର୍ବାଧିକ ଲୋକ କାର୍ଯ୍ୟକ୍ରମରେ କରିବେ ଯୋଗଦାନ । ଆମେରିକାର ହୋଷ୍ଟନ ସହରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 50 ହଜାର ପ୍ରବାସୀ ଭାରତୀୟ ଯୋଗଦବେ ବୋଲି ସୂଚନା ରହିଛି ।

Howdy Modi
ଫାଇଲ ଫଟୋ

କାର୍ଯ୍ୟକ୍ରମର ନାମ ‘ହାଓଡ଼ି ମୋଦି’ ରହିଥିବାବେଳେ ଏଥିରେ ଯୋଗଦେବେ ବିଶ୍ବର ଦୁଇ ଶକ୍ତିଶାଳୀ ନେତା । ଲୋକପ୍ରିୟତାରେ ଶୀର୍ଷରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ । ଭାରତୀୟ ସମୟ ସଂନ୍ଧ୍ୟା 8.30 ରେ ଏନଆରଜି ଷ୍ଟାଡ଼ିୟମରେ ଆରମ୍ଭ ହେବ ଏହି ସଭା ।

Howdy Modi
ଫାଇଲ ଫଟୋ

ଏହା ପୂର୍ବରୁ 2014ରେ ବିଦେଶରେ ବଡ଼ ସୋ କରିଥିଲେ ମୋଦି । ଆମେରିକାର ମୌଡ଼ିସନ ସ୍କାୟର ଷ୍ଟାଡ଼ିୟମରେ ଜନସଭାକୁ କରିଥିଲେ ସମ୍ବୋଧନ । ପୂର୍ବ କାର୍ଯ୍ୟକ୍ରମରେ 20 ହଜାର ପ୍ରବାସୀ ଭାରତୀୟ ଯୋଗଦେଇଥିବା ବେଳେ ଏହି ସଭାରେ ଯୋଗଦେବେ 50 ହଜାର ଜନତା । ‘ହାଓଡ଼ି ମୋଦି’ ପୂର୍ବ ରେକର୍ଡ଼ ଅତିକ୍ରମ କରି ବିଦେଶରେ ରଚିବାକୁ ଯାଉଛି ନୂଆ ଅଧ୍ୟାୟ ।

Intro:Body:

BLANK FOR LINK 

Conclusion:
Last Updated : Sep 22, 2019, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.