ETV Bharat / bharat

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି - 73 independence day

73ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହିନ୍ଦୀ, ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରିତ ହେବ ରାଷ୍ଟ୍ରପତିଙ୍କ ଅଭିଭାଷଣ ।

ଫାଇଲ ଫଟୋ
author img

By

Published : Aug 14, 2019, 8:28 AM IST

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ 73 ତମ ସ୍ବାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ସନ୍ଧ୍ୟା 7ଟାରେ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଓ ସମସ୍ତ ଜାତୀୟ ଗଣମାଧ୍ୟମରେ ହିନ୍ଦୀଭାଷାରେ ଅଭିଭାଷଣ ରଖିବେ କୋବିନ୍ଦ। ଏହାପରେ ଇଂରାଜୀରେ ମଧ୍ୟ ପ୍ରସାରଣ ହେବ ରାଷ୍ଟ୍ରପତିଙ୍କ ଅଭିଭାଷଣ ।

ଏଥିସହିତ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଭାଷାରେ ପ୍ରସାରିତ କରାଯିବ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଘଣ୍ଟାଏ ପରେ ଅର୍ଥାତ 8ଟାରେ ଅଲ୍ ଇଣ୍ଡିଆ ରେଡିଓ ଆଞ୍ଚଳିକ ନେଟୱାର୍କ ମାଧ୍ୟମରେ ଆଞ୍ଚଳିକ ଭାଷାରେ ରାଷ୍ଟ୍ରପତିଙ୍କ ଉଦବୋଧନ ଦେଶବ୍ୟାପୀ ପ୍ରସାରିତ କରାଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.