ETV Bharat / bharat

ପାଟଣାରେ ପାସୱାନଙ୍କୁ ଦିଆଯିବ ଅନ୍ତିମ ବିଦାୟ

ଆଜି ପାଟଣା ସ୍ଥିତ ଦିଘା ଘାଟରେ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନଙ୍କ ଅନ୍ତିମ ସଂସ୍କାର କରାଯିବ । ପାସୱାନଙ୍କ ପୁଅ ଚିରାଗ ପାସୱାନ ମୁଖାଗ୍ନି ପ୍ରଦାନ ଦେବେ । ଅଧିକ ପଢନ୍ତୁ...

ପାଟଣାରେ ପାସୱାନଙ୍କୁ ଦିଆଯିବ ଅନ୍ତିମ ବିଦାୟ
ପାଟଣାରେ ପାସୱାନଙ୍କୁ ଦିଆଯିବ ଅନ୍ତିମ ବିଦାୟ
author img

By

Published : Oct 10, 2020, 8:43 AM IST

Updated : Oct 10, 2020, 9:24 AM IST

ପାଟଣା: ସ୍ବର୍ଗତ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ଆଜି ଅନ୍ତିମ ସଂସ୍କାର କରାଯିବ । ବିହାର ପାଟଣାର ଦିଘା ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅପରାହ୍ନ 1.30 ସମୟରେ ଅନ୍ତିମ ବିଦାୟ ଦିଆଯିବ । ଗତ ଗୁରୁବାର ସନ୍ଧ୍ୟାରେ ରାମ ବିଳାସ ପାସୱାନଙ୍କ ନିଧନ ହୋଇଥିଲା । ଶୁକ୍ରବାର ତାଙ୍କର ପାର୍ଥୀବ ଶରୀରକୁ ଏୟାର ଫୋର୍ସର ସ୍ବତନ୍ତ୍ର ବିମାନରେ ପାଟଣା ଅଣାଯାଇଥିଲା ।

ପାର୍ଥୀବ ଶରୀର ପାଟଣାରେ ପହଞ୍ଚିବା କ୍ଷଣି ପ୍ରଥମେ ବିଧାନସଭା କ୍ୟାମ୍ପସକୁ ଅଣାଯାଇଥିଲା । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ସମେତ ଅନ୍ୟାନ୍ୟ ନେତାମନ୍ତ୍ରୀ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ମର ଶରୀରକୁ ଏଲଜେପି କାର୍ଯ୍ୟାଳୟ ନେବା ପରେ ସେଠାରେ ସମସ୍ତେ ପାସୱାନଙ୍କୁ ଶେଷ ଦର୍ଶନ କରିଥିଲେ । ଶନିବାର ସକାଳେ ଏଲଜେପି ନେତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ବୋରିଙ୍ଗ ରୋଡରେ ଥିବା ତାଙ୍କ ବାସଭବନରେ ରଖାଯାଇଛି ।

ଅନ୍ତିମ ସଂସ୍କାରରେ ରବି ଶଙ୍କର ପ୍ରସାଦ ମଧ୍ୟ ଯୋଗଦେବେ । ରାମ ବିଲାସ ପାସୱାନଙ୍କୁ ତାଙ୍କ ପୁଅ ଚିରାଗ ପାସୱାନ ମୁଖାଗ୍ନି ପ୍ରଦାନ କରିବେ। ଏଥି ସହ କେନ୍ଦ୍ର

Last Updated : Oct 10, 2020, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.