ETV Bharat / bharat

ଆଜି ଆନ୍ତର୍ଜାତୀୟ ପରିବାର ଦିବସ

ପରିବାର ପାଇଁ ଦିନଟିଏ । ଆଜି ହେଉଛି ଆନ୍ତର୍ଜାତୀୟ ପରିବାର ଦିବସ । ପରିବାର ଓ ତାହାର ମହତ୍ତ୍ବ କ'ଣ ବୁଝାଇବା ପାଇଁ ପ୍ରତିବର୍ଷ ମେ 15 କୁ ଆନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯାଏ ।

ପ୍ରତିକାତ୍ମକ ଫଟୋ
author img

By

Published : May 15, 2019, 5:03 PM IST

ନୂଆଦିଲ୍ଲୀ: ପରିବାର ପାଇଁ ଦିନଟିଏ । ଆଜି ହେଉଛି ଆନ୍ତର୍ଜାତୀୟ ପରିବାର ଦିବସ । ପରିବାର ଓ ତାହାର ମହତ୍ତ୍ବ କ'ଣ ବୁଝାଇବା ପାଇଁ ପ୍ରତିବର୍ଷ ମେ 15 କୁ ଆନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଏହାର ଥିମ୍‌ ରଖାଯାଇଛି 'ପରିବାର ଓ ଜଳବାୟୁ ଗତିବିଧି: ଫୋକସ୍‌ ଅନ୍‌ SDG13' । 2019 ବର୍ଷରେ ବିଶେଷ କରି ପରିବାର ଓ ପରିବାରର ପଲିସି ଉପରେ ଗୁରୁତ୍ତ୍ବ ଦିଆଯାଇଛି । ଏହାସହ ଏହିଦିନ ବିଭିନ୍ନ ୱାର୍କସପ, କନଫେରେନ୍ସ, ରେଡିଓ, ବିଭିନ୍ନ ଟିଭି ପ୍ରୋଗ୍ରାମ ଓ ଏହାସହ ନ୍ୟୁଜ ପେପର ଆଦିରେ ଥିମ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ କରାଯାଇ ସଚେତନ କରାଯାଇଥାଏ ।

ପରିବାର କହିଲେ ବାପା, ମାଆ, ଭାଇ, ଭଉଣୀ, ଅଜା, ଆଇ, ଜେଜେମାଆ, ଜେଜେ ବାପା ଇତ୍ୟାଦି । ତେବେ ପରିବାର ବିନା ଆମେ କିଛି ନୁହେଁ । କିଭଳି ପରିବାର ପ୍ରତି ନିଜର କର୍ତ୍ତବ୍ୟ ରହିଛି ଓ ଏହାକୁ କିପରି ପାଳନ କରିବା, ଏହା ବିଷୟରେ ଅବଗତ କରାଯିବା ସହ ସମସ୍ତଙ୍କୁ ପରିବାରର ମହତ୍ତ୍ବ ବୁଝାଇବା ପାଇଁ ଏହି ଦିନଟିକୁ ପାଳନ କରାଯାଏ । ପ୍ରଥମେ ମେ 15କୁ ଯୁକ୍ତରାଷ୍ଟ୍ର ବିଧାନସଭା ଦ୍ବାରା 1993ରେ ଆନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।

Intro:Body:

dfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.