ETV Bharat / bharat

ସାରା ଦେଶରେ ଏନଆରସି ଲାଗୁ ହେବା ନେଇ ହୋଇନି ନିଷ୍ପତ୍ତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

author img

By

Published : Feb 4, 2020, 1:56 PM IST

ଦେଶରେ ବର୍ତ୍ତମାନ ସିଏଏ, ଏନଆରସି ଓ ଏପିଆରକୁ ନେଇ ବିରୋଧ ଦେଖାଦେଇଥିବାବେଳେ ଏନଆରସି ସାରା ଦେଶରେ ଲାଗୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛି ଗୃହ ମନ୍ତ୍ରଣାଳୟ ।

MoS Home Nityanand Rai
ସାରା ଦେଶରେ ଏନଆରସି ଲାଗୁ ହେବା ନେଇ ହୋଇନି ନିଷ୍ପତ୍ତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସିଏଏ, ଏନଆରସି ଓ ଏପିଆରକୁ ନେଇ ବିରୋଧ ଦେଖାଦେଇଥିବାବେଳେ ଏନଆରସି ସାରା ଦେଶରେ ଲାଗୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛି ଗୃହ ମନ୍ତ୍ରଣାଳୟ ।

ଲୋକସଭାରେ ଏନେଇ ହୋଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, ‘ଏଯାବତ ଭାରତ ସରକାର ସାରା ଦେଶରେ ଏନଆରସି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇ ନାହାଁନ୍ତି’।

ସୂଚନାଥାଉକି, ନାଗରିକତା ସଂଶୋଧନ ଆଇନ ଆସିବା ପରେ ସାରା ଦେଶରେ ସିଏଏ ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି।

ସୌଜନ୍ୟ: @ANI

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.