ETV Bharat / bharat

କର୍ଣ୍ଣାଟକ: ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ପୁରା କରିଛନ୍ତି ନିଜ କାର୍ଯ୍ୟକାଳ - karnataka cm complete their working-period

କର୍ଣ୍ଣାଟକରେ ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ନିଜ 5 ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 24, 2019, 1:21 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜନୈତିକ ଇତିହାସରେ ନିର୍ବାଚନ ପରେ କୌଣସି ମେଣ୍ଟ ସରକାର ପୁରା କରି ପାରିନାହାଁନ୍ତି ନିଜ କାର୍ଯ୍ୟକାଳ । ଏବେ ସୁଦ୍ଧା କେବଳ 3 ମୁଖ୍ୟମନ୍ତ୍ରୀ ନିଜ 5 ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । 1962ରେ ଏସ୍‌ ନିଜାଲିଙ୍ଗାପା ଶାସନ କ୍ଷମତାକୁ ଆସିବା ପରେ ନିଜ 5 ବର୍ଷର କାର୍ଯ୍ୟକାଳ ପୁରା କରିଥିଲେ । ଏହାପରେ 1972ରେ ଡି ଦେବରାଜ ଉର୍ସ ପୁରା 5 ବର୍ଷ ସରକାର ଚଳାଇବାରେ ସକ୍ଷମ ହୋଇଥିଲେ । ଆଉ ତାଙ୍କ ପରେ ସିଦ୍ଧାରମୈୟା ନିଜ ସରକାରକୁ 5 ବର୍ଷ ପର୍ଯ୍ୟନ୍ତ ଚଳାଇ ପାରିଥିଲେ ।

ତେବେ ଏହି 3ଟିଯାକ ମୁଖ୍ୟମନ୍ତ୍ରୀ କଂଗ୍ରେସର । ବିଜେପି କିମ୍ବା କଂଗ୍ରେସରୁ ଗୋଟିଏ ହେଲେ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାଁନ୍ତି । କର୍ଣ୍ଣାଟକର 20 ବର୍ଷର ରାଜନୀତିରେ 2 ଥର ଖଣ୍ଡ ଜନାଦେଶ ଆସିଥିଲା । 4 ଥର ମେଣ୍ଟ ସରକାର ଗଠନ ହୋଇଥିଲା । 6 ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.