ETV Bharat / bharat

ଗୁଗୁଲ-ଆପଲ ପ୍ଲେ ଷ୍ଟୋରରୁ ହଟିଲା 'Tik Tok' - apple

'Tik Tok' ରେ ବ୍ୟାନ ଲଗାଇଲେ ଭାରତ ସରକାର । Google ଏବଂ Apple ଆପ ଷ୍ଟୋରରୁ ଚୀନ ଭିଡିଓ ଆପ୍ଲିକେଶନ 'Tik Tok' କୁ ହଟାଇବାକୁ ସରକାର ଦେଲେ ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 16, 2019, 10:54 PM IST

ନୂଆଦିଲ୍ଲୀ: ପରିଶେଷରେ ଗୁଗୁଲ ଆପଷ୍ଟୋରରୁ ହଟିଲା ମ୍ୟୁଜିକାଲ ଆପ ‘ଟିକ ଟକ’ । ଆପକୁ ହଟାଇବା ପାଇଁ ଭାରତ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳାୟ(Meity) Google ଏବଂ Appleକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ 3ରେ ମାଡ୍ରାସ ହାଇକୋର୍ଟ ଦେଶରେ ଟିକ ଟକ ଡାଉନଲୋଡରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆସନ୍ତା 22ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ୟପଟେ ମନୋରଞ୍ଜନ ଭିତ୍ତିକ ଟିକ ଟିକ ଯୋଗୁଁ ଛୋଟପିଲାଙ୍କ ଉପରେ ଖରାପ ପ୍ରଭାବ ପଡୁଥିବା କୋର୍ଟ ଉପଲବ୍ଧି କରିଥିଲେ ।

ବର୍ତ୍ତମାନ ସୁଦ୍ଧା ସମଗ୍ର ଦୁନିଆରେ 100 କୋଟିରୁ ଊର୍ଦ୍ଧ୍ବ ଥର ଏହି ଆପକୁ ଡାଉନଲୋଡ କରାଯାଇଛି ।

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.