ETV Bharat / bharat

ନାଗପୁରରେ ହେବ ଡୋର ଟୁ ଡୋର କୋରୋନା ସର୍ଭେ - corona virus

ନାଗପୁରରେ ଡୋରଟୁ ଡୋର କୋରୋନା ସର୍ଭେ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର। ମାର୍ଚ୍ଚ 26 ତାରିଖରୁ ଡୋରଟୁ ଡୋର କ୍ୟାମ୍ପେନ ଆରମ୍ଭ । ଅଧିକ ପଢନ୍ତୁ...

Door to Do Corona survey in Nagpur
ନାଗପୁରରେ ହେବ ଡୋରଟୁ ଡୋର କୋରୋନା ସର୍ଭେ
author img

By

Published : Mar 26, 2020, 8:39 AM IST

ମୁମ୍ବାଇ: କୋରୋନା ମୁକାବିଲା ନେଇ ତତ୍ପର ମହାରାଷ୍ଟ୍ରର ସରକାର । ଦିନକୁ ଦିନ ରାଜ୍ୟରେ କୋରୋନାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ନାଗପୁରରେ ଡୋରଟୁ ଡୋର କୋରୋନା ସର୍ଭେ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।

ନାଗପୁର ନଗର ନିଗମର ମ୍ୟୁନିସିପାଲ କମିଶନର ତୁକାରମ ମୁଣ୍ଡେ କହିଛନ୍ତି ଯେ, ମାର୍ଚ୍ଚ 26 ତାରିଖରୁ ଡୋରଟୁ ଡୋର କ୍ୟାମ୍ପେନ ଆରମ୍ଭ କରିବେ । ଯେଉଁଥିରେ ଜଣାପଡିବ ଯେ କିଏ କୋରୋନା ସଂକ୍ରମିତ ଅଛନ୍ତି ନା ନାହିଁ । ଏହାସହ ଲୋକେ କୋରୋନା ପାଇଁ ନିର୍ଦ୍ଧିଷ୍ଟ ଗାଇଡଲାଇନ ପାଳନ କରୁଛନ୍ତି ନାଁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.