ETV Bharat / bharat

75 କେଜି ଲଙ୍କା ଗୁଣ୍ଡରେ ସ୍ନାନ କଲେ ପୂଜକ - ଲଙ୍କା ଗୁଣ୍ଡ

ତାମିଲନାଡୁର ଏକ ପୂଜା ଅବସରରେ ଦେଖିବାକୁ ମିଳିଛି ଗୋଟିଏ ଅଦ୍ଭୁତ କାର୍ଯ୍ୟକ୍ରମ । 75 କେଜି ଲଙ୍କା ଗୁଣ୍ଡରେ ସ୍ନାନ କରିଛନ୍ତି ପୁଜାରୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 4, 2019, 5:35 PM IST

ଚେନ୍ନାଇ: ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ପ୍ରତିବର୍ଷ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ଏହା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ପଡୁଥିବା ଅମାବାସ୍ୟା ଦିନ ଧର୍ମପୁରୀ ଜିଲ୍ଲାର ନଲ୍ଲମପଲ୍ଲୀ ଗାଁର ଏକ ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ସକାଳୁ ସକାଳୁ ଶତାଧିକ ଭକ୍ତଙ୍କ ଭିଡ ମନ୍ଦିରରେ ଲାଗିଥାଏ । ଚଳିତଥର ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ।

ମନ୍ଦିରର ଜଣେ ପୂଜକ ପୂଜା ସରିବା ପରେ ସମସ୍ତ ଭକ୍ତଙ୍କୁ ପ୍ରସାଦ ଦେଇଥିଲେ । ଆଉ ଏହାପରେ ସେ 75 କେଜିର ଲଙ୍କା ଗୁଣ୍ଡରେ ସ୍ନାନ କରି ଅଭିଶେକ କରିଥିଲେ ।

Intro:Body:

BALASORE(ODISHA): QR SAM  Missile sucessfully tested at Chandipur missile testing centre from launch pad no.3 at 11am. This is a purely Indian made missile which is developed by DRDO and Bharat Electronics Limited. This can target 30 km surface to air.

NB: NO IMAGES AVAILBLE RIGHT NOW.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.