ETV Bharat / bharat

2025 ମଧ୍ୟରେ ଭାରତରେ ବଢିବ ଡାଇବେଟିସ ରୋଗୀଙ୍କ ସଂଖ୍ୟା ! - The number of diabetic patients in India will be 6.9 crore in 2025

ବଢୁଛି ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା । ଏକଥା ଖୋଦ୍ କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ...

diabetes patients
ଫାଇଲ ଫଟୋ
author img

By

Published : Dec 7, 2019, 5:27 AM IST

ନୂଆଦିଲ୍ଲୀ: ସାରା ଦେଶରେ ବଢୁଛି ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା । ଏହି ରୋଗ ବିପୁଳ ମାତ୍ରାରେ ବୃଦ୍ଧି ପାଉଥିବାରୁ ଆଗାମୀ 5 ବର୍ଷ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 266ରେ ପହଞ୍ଚିଯିବାର ସମ୍ଭାବନା ରହିଛି । ଏକଥା ଖୋଦ୍ କେନ୍ଦ୍ର ସରକାର ମଧ୍ୟ ସ୍ବୀକାର କରିଛନ୍ତି ।

ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଇକ ଶୁକ୍ରବାର ଲୋକସଭାରେ ଡାଇବେଟିସ ଉପରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଭାରତରେ 2025 ମଧ୍ୟରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା 6.99 କୋଟି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ସରକାର ଲୋକଙ୍କୁ ଡାଇବେଟିସ ଭଳି ରୋଗରୁ ମୁକ୍ତ ରଖିବାକୁ ବିଭିନ୍ନ ଅଭିଯାନ ଚଳାଉଥିବାବେଳେ ଏହାର ଉପଚାର ପାଇଁ ହର୍ବଲ ମେଡିସିନକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଥାନ ସିଏସଆଇଆର ସହାୟତାରେ ହର୍ବାଲ ମେଡିସିନର ସନ୍ଧାନ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀଙ୍କ ଅନୁସାରେ, ଲକ୍ଷ୍ନୌ ସ୍ଥିତ ଭାରତ ସରକାରଙ୍କ ରିସର୍ଚ୍ଚ ସେଣ୍ଟର ଡାଇବେଟିସ୍‌ ପାଇଁ ହର୍ବାଲ ମେଡିସିନ ପ୍ରସ୍ତୁତ କରିଛନ୍ତି । ଏହି ମେଡିସିନ ବୈଜ୍ଞାନିକ ଦୃଷ୍ଟିକୋଣରୁ ସଠିକ୍ ଏବଂ ଉପଯୁକ୍ତ ଅଟେ । ବର୍ତ୍ତମାନ ଏମିଲ ଫାର୍ମା ଡାଇବେଟିସ ମଧ୍ୟ ଏହି ମେଡିସନର ଉତ୍ପାଦନ କରୁଛି ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେସୋ ଏହା ମଧ୍ୟ କହିଛନ୍ତି ଯେ, ମନ୍ତ୍ରାଳୟ ଅଧୀନରେ ଥିବା ସିଏସଆଇଆର ବୈଜ୍ଞାନିକମାନେ ଅନେକ ଅଧ୍ୟୟନ ପରେ ବିଜିଆର-34 ନାମକ ଏକ ମେଡିସିନ ପ୍ରସ୍ତୁତ କରିଛନ୍ତି । ଏହି ମେଡିସିନର ଅନେକ ଔଷଧୀୟ ଗୁଣ ରହିଛି ଯାହା ଡାଉବେଟିସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥାଏ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.