ETV Bharat / bharat

'ଶହୀଦଙ୍କ ପରିବାରକୁ ଲକ୍ଷେ ଦେଲେ ମିଳିବ ଜାମିନ'

ପୁଲୱାମା ଶହୀଦଙ୍କ ପରିବାରକୁ ସହାୟତା ପାଇଁ ଦିଅନ୍ତୁ ଲକ୍ଷେ ମିଳିବ ଜାମିନ। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଜାମିନ ପାଇବାକୁ ହେଲେ ସୈନିକ ୱେଲଫେୟାର ଫଣ୍ଡ 1ଲକ୍ଷ ଟଙ୍କା ଦାନ କରନ୍ତୁ।

author img

By

Published : Feb 27, 2019, 12:26 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ପୁଲୱାମା ଶହୀଦଙ୍କ ପରିବାରକୁ ସହାୟତା ପାଇଁ ଦିଅନ୍ତୁ ଲକ୍ଷେ ମିଳିବ ଜାମିନ । ଶହୀଦଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ତେଲେଙ୍ଗାନା ହାଇକୋର୍ଟ ଏପରି ନିଆରା ନିଷ୍ପତ୍ତି ନେଇଛନ୍ତି। ଠକେଇ ମାମଲାରେ ଫସି ଜାମିନ ପାଇଁ ଆସିଥିବା ଅଭିଯୁକ୍ତଙ୍କ ପାଇଁ ହାଇକୋର୍ଟ ଏପରି ସର୍ତ୍ତ ରଖିଥିଲେ ।

ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଜାମିନ ପାଇବାକୁ ହେଲେ ସୈନିକ ୱେଲଫେୟାର ଫଣ୍ଡ 1ଲକ୍ଷ ଟଙ୍କା ଦାନ କରନ୍ତୁ। ଏହା ପରେ ଜାମିନ ମିଳିବ । ହାଇକୋର୍ଟର ବିଚାରପତି ବି. ଶିବଶଙ୍କର ରାୟ ଏହିନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ସନ ପରିବାର ଗ୍ରୁପ ନାମକ ଏକ କମ୍ପାନୀ 150 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟରେ ମାମଲା ଚାଲିଛି । ଏହି ମାମଲାର ଜାମିନ ଶୁଣାଣି ବେଳେ କୋର୍ଟ ଏପରି ସର୍ତ୍ତ ରଖଛନ୍ତି।

ପୁଲୱାମା ଶହୀଦଙ୍କ ପରିବାରକୁ ଚାରିଆଡୁ ସହାୟତା ମିଳୁଛି । ଶହୀଦଙ୍କ ପରିବାର ଲୋକଙ୍କ ସହାୟତା ପାଇଁ କିଏ ବାହାଘର ବନ୍ଦ କରିଛି। ତ ପୁଣି କିଏ ଭିକ୍ଷା ବୃତ୍ତି କରି ସଞ୍ଚିତ କରିଥିବା ଅର୍ଥ ଶହୀଦଙ୍କ ପରିବାର ହାତକୁ ଟେକି ଦେଇଛି। ହେଲେ ବୀର ଶହୀଦଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିଆରା ପଦକ୍ଷେପକୁ ସବୁ ମହଲରେ ପ୍ରଂଶସା କରାଯାଇଛି।

SLUG-  DIST ADMN. PREELECTION PREP.
FORMAT-PKG
REPORTER-BADSAH JUSMAN RANA
DATE-26-02-19
PLACE-SAMBALPUR.

ANCHOR- ଆଉ କିଛି ଦିନପରେ ସାଧାରଣ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଯିବ ଓ ଆଚରଣ ବିଧି ଲାଗୁ ହୋଇଯିବ। ଏଥିପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ଜୋର ସୋର ରେ ଚାଲିଛି ପ୍ରସ୍ତୁତି।

ଭିଓ-1- ମାର୍ଚ୍ଚ ମାସରେ ଘୋଷଣା ହୋଇପାରେ ଚଳିତ ନିର୍ବାଚନ ର କାର୍ଯ୍ୟସୂଚି। ଏଥିପାଇଁ  ଭାରତୀୟ ନିର୍ବାଚନ ଆୟୋଗର ନିର୍ଦେଶରେ ସମ୍ବଲପୁରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଅଗାମୀ ନିର୍ବାଚନରେ କିପରି 19 , 20 ବର୍ଷୀୟ ଭୋଟର ମାନେ କିପରି ଭୋଟର ଲିଷ୍ଟରେ ସମିଲ ହୋଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛି। ଗତ ଅକ୍ଟୋବର 23 ରୁ ବି ଏଲ ଓ ମନେ ଘରକୁ ଘର ଯାଇ ଏ ନେଇ ସଚେତନତା ଆରମ୍ଭ କରିଥିବା ବେଳେ ଗତ 23 ଓ 24 ରେ ଜିଲ୍ଲାର ପ୍ରତ୍ୟେକ ବୁଥ ରେ 2 ଦୁନିଆଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି। ଏଥିରେ ଅଙ୍ଗନବାଡି କର୍ମୀ ବା ବିଏଲଓ ମନେ ନୂଆଁ ଭୋଟର ମାନଙ୍କୁ ଅନ୍ତର୍ଭୁତ କରିବା ସହ, ଦିବ୍ୟାଙ୍ଗ ମାନଙ୍କୁ ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୋଟର କାର୍ଡ ର ତ୍ରୁଟି, ବୁଥ ପରିବର୍ତନ,ନୂତନ ଭୋଟର ହେବା ପାଇଁ ଆବେଦନ ଓ ଡୁଆଲ ଏଣ୍ଟ୍ରି ରୋକିବାର କାର୍ଯ୍ୟକ୍ରମ ରହିଥିଲା। ଏହି ବୁଥ ମାନଙ୍କୁ ଜିଲ୍ଲା ପ୍ରଶାସନର ସେକ୍ସନ ଅଫିସର ମାନେ କାର୍ଯ୍ୟ ତଦାରଖ କରୁଥିବା ବେଳେ ଏଇଆରଓ ଅଫିସର ମାନେ ପରିଦର୍ଶନ କରିଛନ୍ତି। ଏହା ସହ ନିର୍ବାଚନ ପ୍ରସ୍ତୁତି ପରଖିବା ପାଇଁ ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଲେଖାଏଁ ଜିଲାର ବରିଷ୍ଠ ପଦାଧିକାରୀ ନିୟୋଜିତ ହୋଇଥିବାର ଜିଲ୍ଳାପାଳ କହିଛନ୍ତି। ଏହାସହ ବିଶ୍ୱ ବିଦ୍ୟାଳୟ, କଲେଜ,ବାସଷ୍ଟାଣ୍ଡ ରେ ନିର୍ବାଚନ ନେଇ ଡେମନଷ୍ଟ୍ରେସନ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବାଇଟ-1-ଶୁଭମ ସାକ୍ସେନା, ଜିଲ୍ଳାପାଳ ସମ୍ବଲପୁର

ଭିଓ-2- ଏପଟେ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ପ୍ରଶାସନ ତରଫରୁ ତତ୍ୱରତା ବଢିଯାଇଛି। ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଧାରା 110 ଓ 107 ଅନୁସାରେ କିପରି ଦାଗି ଅପରାଧୀ ଓ ପୂର୍ବ ନିର୍ବାଚନରେ ଅଭିଯୁକ୍ତ ଥିବା ଲୋକଙ୍କୁ ଆଗୁଆ ଗିରଫ କରାଯିବ ସେ ନେଇ ସବୁ ଥାନାକୁ ତାଗିଦ କରାଯାଇଛି। ବେଆଇନ ମଦ, ମାରାଣାସ୍ତ୍ର ,ଫାୟାର ଆରମ୍ଭ ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଫ୍ଲାଇନ ସ୍କୁଆର୍ଡ଼ ଗଠନ କରାଯାଇଥିବାର ଏସପି କହିଛନ୍ତି। ଏହାସହ ଅସାମାଜିକ ରେକର୍ଡ଼ ଥିବା ଲୋକଙ୍କୁ ଆଗୁଆ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହା ବ୍ୟତୀତ ସବୁ ସ୍ଥାନରେ ପୋଲିସ ଟିମ ଭିଡ଼ିଓଗ୍ରାଫି କରିବ ବୋଲି ଏସ ପି ସୂଚନା ଦେଇଛନ୍ତି।

ବାଇଟ-2-ନନ୍ଦିନୀ ମୁଣ୍ଡା, ବିଏଲଓ ବା ଆଶା କର୍ମୀ।
ବାଇଟ-3-ସଞ୍ଜୀବ ଆରୋରା, ଏସପି ,ସମ୍ବଲପୁର।

ଫଭିଓ- ଅଗାମୀ ନିର୍ବାଚନକୁ ସ୍ବଛ ଓ ନିର୍ମଳ ଭବରେ କିପରି କରାଯିବ ସେ ନେଇ ଜିଲ୍ଳାପାଳ ଅଧିକ ଗୁରୁତ୍ୱ ଦେଉଥିବାର କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.