ETV Bharat / bharat

ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା ! - ପରିବା ଚାଷୀଙ୍କ ସମସ୍ୟା

ଦେବୀଙ୍କୁ ପୂଜକମାନେ ଫୁଲକୋବିରେ ସଜାଇଛନ୍ତି । ଏହାସହ ଅନ୍ୟାନ୍ୟ ପରିବାରେ ମଧ୍ୟ ଦେବୀଙ୍କୁ ସଜାଯାଇଛି । ଅଧିକ ପଢନ୍ତୁ...

ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା !

author img

By

Published : Jul 17, 2020, 10:56 PM IST

ମାଣ୍ଡ୍ୟା(କର୍ଣ୍ଣାଟକ): ଆଷାଢ ମାସର ଶେଷ ଶୁକ୍ରବାର । ମାଣ୍ଡ୍ୟାର ଚାମୁଣ୍ଡେଶ୍ବରୀ ଦେବୀଙ୍କ ପୀଠରେ ଲାଗିଥାନ୍ତା ପ୍ରବଳ ଗହଳି । ଦେବୀଙ୍କ ପୂଜା ଦେଖିବାକୁ ଆସିଥାନ୍ତେ ଶହ ଶହ ଲୋକ । ହେଲେ ବିଗାଡିଦେଲା କୋରୋନା । ବଦଳିଗଲା ପରିସ୍ଥିତି । ପୁରା ଖାଁ ଖାଁ ପୀଠ ।

ଫୁଲକୋବି ଦେବୀଙ୍କୁ କୋରୋନା ମୁକ୍ତ ପାଇଁ ପ୍ରାର୍ଥନା !
ଆଉ ଏହାକୁ ଦୂର କରିବା ପାଇଁ ଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଭକ୍ତ । ଏଥିପାଇଁ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଦେବୀଙ୍କୁ ପୂଜକମାନେ ଫୁଲକୋବିରେ ସଜାଇଛନ୍ତି । ଏହାସହ ଅନ୍ୟାନ୍ୟ ପରିବାରେ ମଧ୍ୟ ଦେବୀଙ୍କୁ ସଜାଯାଇଛି । ଏପରି କରି ସେମାନେ ଦେବୀଙ୍କ ନିକଟରେ କୋରୋନା ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି ।

ତେବେ ଏପରି କରିବା ପଛରେ ପରିବା ଚାଷୀଙ୍କ ସମସ୍ୟା ମୁଖ୍ୟ କାରଣ ବୋଲି ପୂଜକମାନେ କହିଛନ୍ତି । ଲକଡାଉନରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେଥିପାଇଁ ଚାମୁଣ୍ଡେଶ୍ବରୀ ମାଆଙ୍କୁ ଚାଷୀଙ୍କ ସୁଖ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିବା ସହ ପରିବା ଦ୍ବାରା ପୂଜାର୍ଚ୍ଚନା ହୋଇଥିଲା । ମୁଖ୍ୟ ପୂଜକ ଲକ୍ଷ୍ମୀସାରାଙ୍କ ନେତୃତ୍ବରେ ସକାଳୁ ମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ରୀତିନୀତି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.