ETV Bharat / bharat

ଯୋଗୀଙ୍କୁ ଗଡକରୀଙ୍କ ପରାମର୍ଶ, ଶ୍ରମିକଙ୍କୁ ଗାଁକୁ ଫେରାଇ ନେବା ଭୁଲ ନିଷ୍ପତ୍ତି - ଲକଡୀଉନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ଶ୍ରମିକ ମାନଙ୍କୁ ସେମାନଙ୍କ ଗାଁକୁ ପଠାଇବା ଦ୍ବାରା ସେଠାରେ କୋରୋନା ବଢିବାର ଆଶଙ୍କା ବହୁମାତ୍ରାରେ ରହିଛି ।

_lockdown
ଯୋଗୀ ଆଦିତ୍ୟନାଥଙ୍କୁ ଉପଦେଶ ଦେଲେ ନିତିନ୍ ଗଡକରୀ
author img

By

Published : Apr 26, 2020, 4:18 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ଶ୍ରମିକ ମାନଙ୍କୁ ସେମାନଙ୍କ ଗାଁକୁ ପଠାଇବା ଦ୍ବାରା ସେଠାରେ କୋରୋନା ବଢିବାର ଆଶଙ୍କା ବହୁମାତ୍ରାରେ ରହିଛି ।

ଏଥିସହ ମନ୍ତ୍ରୀ କହିଛନ୍ତି, ଯେଉଁ ଶ୍ରମିକ ମାନେ ଚାଲି ଚାଲି ସେମାନଙ୍କ ଗାଁକୁ ଆସୁଛନ୍ତି ସେମାନଙ୍କୁ ରୋକିବା ଆବଶ୍ୟକତା ଅଛି । ସେମାନଙ୍କ ଆତ୍ମବିଶ୍ବାସ ବଢାଯାଇ ସେମାନଙ୍କୁ ଖାଦ୍ୟ ଏବଂ ରହିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍ । ଯଦି କୌଣସି ଶ୍ରମିକ ଚାଲି ଚାଲି ଗାଁକୁ ଆସୁଛନ୍ତି ଏବଂ ସେ କୋରୋନା ସଂକ୍ରମିତ ଥିବା ଜଣାପଡୁଛି । ଏହାଦ୍ବାରା ସମଗ୍ର ଗାଁ କୋରୋନା କବଳିତ ହେବାର ବିପଦ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.