ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବର କାଣ୍ଡ । କୁଲଗାମର ଜଙ୍ଗଲପୋରାରେ ଜନୈକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କଲେ ଆତଙ୍କବାଦୀ । ତାଙ୍କ ନାମ ମହମ୍ମଦ ଜମାଲ ବୋଲି ଜଣା ପଡିଛି ।
ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ କେଉଁ ଦଳର କାର୍ଯ୍ୟକର୍ତ୍ତା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।