ETV Bharat / bharat

ଭାରତ ବିରୋଧରେ ଆତଙ୍କୀଙ୍କ ଜିହାଦ ଡାକରା, ପିଓକେରେ ମେଳି

ଭାରତ ବିରୋଧରେ ଆତଙ୍କବାଦୀଙ୍କ ଜିହାଦ ଡାକରା । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ ମେଳି ହୋଇ ଭାରତ ବିରୋଧରେ ଏକାଠି ହେଉଛନ୍ତି ବିଭିନ୍ନ ଆତଙ୍କୀ ସଙ୍ଗଠନ ।

author img

By

Published : Aug 16, 2019, 9:20 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ନୂଆଦିଲ୍ଲୀ: କାଶ୍ମୀରରୁ ଧାରା 370 ଓ 35 ‘ଏ’ ଉଚ୍ଛେଦ ପରେ ଛାନିଆ ଆତଙ୍କୀ । ଭୟଭୀତ ହୋଇ ବାଚାଳାମି କରୁଛି ପାକ୍‌ ପାଳୁଥିବା ଆତଙ୍କବାଦୀ ସଙ୍ଗଠନ । ଭାରତକୁ ଦେଉଛି ଜିହାଦର ଧମକ । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ କରୁଛି ଭାରତ ବିରୋଧୀ ଷଡଯନ୍ତ୍ର ।

ଭାରତ ବିରୋଧରେ ଆତଙ୍କବାଦୀଙ୍କ ଜିହାଦ ଡାକରା । ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ରେ ମେଳି ହୋଇ ଭାରତ ବିରୋଧରେ ଏକାଠି ହେଉଛନ୍ତି ବିଭିନ୍ନ ଆତଙ୍କୀ ସଙ୍ଗଠନ । କାଶ୍ମୀରରୁ ଧାରା 370 ଓ 35 ‘ଏ’ ଉଚ୍ଛେଦ ପରେ ଆତଙ୍କୀ ସଙ୍ଗଠନ ଛାନିଆ ହୋଇ ଏପରି ଦିବା ସ୍ବପ୍ନ ଦେଖୁଛି । ହିଜାବୁଲ ମୁଜାହିଦ୍ଦନ୍‌ ଆଣ୍ଡ ୟୁନାଇଟେଡ୍‌ ଜିହାଦ କାଉନସିଲ୍‌(ୟୁଜେସି)ର ମୁଖ୍ୟ ସୟିଦ୍‌ ସଲାଉଦ୍ଦିନ୍‌ ସବୁ ଆତଙ୍କୀ ସଙ୍ଗଠନକୁ ଏକାଠି କରି ଭାରତ ବିରୋଧୀ ମନ୍ତ୍ର ଫୁଙ୍କୁଛି ।

ଗୁରୁବାର, ମୁଜାଫରବାଦ୍‌ ପ୍ରେସ୍‌ କ୍ଲବ ଆଗରେ ଭାରତ ବିରୋଧୀ ନାରା ଦେବା ସହ ଜିହାଦ ପାଇଁ ପ୍ରସ୍ତୁତ ଥିବା କହୁଥିବା ଜଣାପଡିଛି ।

Intro:Body:

srg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.