ETV Bharat / bharat

ବସରେ ସଚିବାଳୟ ଗଲେ ଟିଡିପି ମହାସଚିବ

author img

By

Published : Dec 11, 2019, 12:27 PM IST

ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡି ଶାସନ ଚାଲିବା ପରଠାରୁ ଦେଖିବାକୁ ମିଳୁଛି ଶାସକ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ରାଜ୍ୟରେ ବସ ଭଡା ବୃଦ୍ଧି ପାଉଥିବାରୁ ଏହାକୁ ସେ ବିରୋଧ କରିବା ସହ ସାଧାରଣ ଯାତ୍ରୀଙ୍କ ସହ ସରକାରୀ ବସରେ ଯାତ୍ରା କରିଛନ୍ତି ଟିଡିପି ମହାସଚିବ । ଅଧିକ ଖବର ପଢନ୍ତୁ...

ବସରେ ସଚିବାଳୟ ଗଲେ ଟିଡିପି ମହାସଚିବ
ବସରେ ସଚିବାଳୟ ଗଲେ ଟିଡିପି ମହାସଚିବ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡି ଶାସନ ଚାଲିବା ପରଠାରୁ ଦେଖିବାକୁ ମିଳୁଛି ଶାସକ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ବିରୋଧୀ ଘେରୁଥିବାବେଳେ ଏବେ ବସ ଭଡା ବୃଦ୍ଧିକୁ ନେଇ ଦେଖାଦେଇଛି ଟଣା ଓଟରା ଅବସ୍ଥା । ରାଜ୍ୟର ତେଲୁଗୁ ଦେଶମ ପାର୍ଟିର ମହାସଚିବ ଅଭିନବ ଢଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜ୍ୟରେ ବସ ଭଡା ବୃଦ୍ଧି ପାଉଥିବାରୁ ଏହାକୁ ସେ ବିରୋଧ କରିବା ସହ ସାଧାରଣ ଯାତ୍ରୀଙ୍କ ସହ ସରକାରୀ ବସରେ ଯାତ୍ରା କରିଛନ୍ତି । ଏହି ଯାତ୍ରା ସମୟରେ ସେ ସରକାରଙ୍କ ବିରୋଧରେ ବିରୋଧାଭାଷା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ସାଧାରଣ ନାଗରିକ ଏ ସରକାର ଦ୍ବାରା ପ୍ରତାରିତ । ଅନୁଦାନ ପ୍ରାପ୍ତ ସରକାରୀ ବସର ବସଭଡାକୁ ସେ ବିରୋଧ କରି ମଙ୍ଗଳଗିରିରୁ ସଚିବାଳୟ ଯାଏଁ ଯାତ୍ରା କରିଛନ୍ତି ।

Intro:Body:

ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡି ଶାସନ ଚାଲିବା ପରଠାରୁ ଦେଖିବାକୁ ମିଳୁଛି ଶାସକ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ରାଜ୍ୟରେ ବସ ଭଡା ବୃଦ୍ଧି ପାଉଥିବାରୁ ଏହାକୁ ସେ ବିରୋଧ କରିବା ସହ ସାଧାରଣ ଯାତ୍ରୀଙ୍କ ସହ ସରକାରୀ ବସରେ ଯାତ୍ରା କରିଛନ୍ତି ଟିଡିପି ମହାସଚିବ । ଅଧିକ ଖବର ପଢନ୍ତୁ...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.