ETV Bharat / bharat

ମେ 7 ଯାଏଁ ଲକଡାଉନ୍ ଅବଧି ବୃଦ୍ଧି କଲେ ତେଲେଙ୍ଗାନା ସରକାର

ମେ 3ରେ କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଏହାପରେ ଆଉ 4 ଦିନ ପାଇଁ ଲକଡାଉନ୍ ଅବଧି ବଢ଼ାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ଆର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ୍ ବଢାଇଲା ତେଲେଙ୍ଗାନା
ଲକଡାଉନ୍ ବଢାଇଲେ ତେଲେଙ୍ଗାନା ସରକାର
author img

By

Published : Apr 19, 2020, 11:54 PM IST

ହାଇଦ୍ରାବାଦ: ମେ 3ରେ କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି । ଏହାପରେ ଆଉ 4 ଦିନ ପାଇଁ ଲକଡାଉନ୍ ଅବଧି ବଢ଼ାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ଆର । ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ଯିଏକି ପ୍ରଥମେ ଲକଡାଉନ୍ ଅବଧି ବଢ଼ାଇଛନ୍ତି । ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହା କହିଛନ୍ତି । ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ସ୍ଥିର କରିବାକୁ ଆସନ୍ତା 5 ତାରିଖରେ କ୍ୟାବିନେଟ୍ ପୁଣିଥରେ ଡକାଯିବ ବୋଲି ତେଲେଙ୍ଗାନା ସିଏମ୍ କହିଛନ୍ତି ।

ତେବେ ଏପ୍ରିଲ 20 ତାରିଖରୁ ମୋବାଇଲ୍ ଆପ ଦ୍ୱାରା ଖାଦ୍ୟ ବିତରଣ କରୁଥୁବା କମ୍ପାନୀ ଜୋମାଟୋ ଏବଂ ସୁଇଗି ଉପରେ ସରକାର ରୋକ୍ ଲଗାଇଛନ୍ତି । ପିଜା ନଖାଇଲେ ଆମେ ମରିବୁ ନାହିଁ ବୋଲି କହି ଲକଡାଉନ ଅବଧି ଆହୁରି କଡ଼ାକଡ଼ି ହେବ ବୋଲି ପରୋକ୍ଷରେ କହିଛନ୍ତି । ଏପରିକି ଏଥର ରାଜ୍ୟରେ ରମଜାନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.