ETV Bharat / bharat

ସରକାରୀ କର୍ମଚାରୀଙ୍କୁ ସଂସ୍କୃତିର ଛାଟ ! - dress code

ସୋମବାର ତାମିଲନାଡୁ ସରକାର ସମସ୍ତ ରାଜ୍ୟରେ କର୍ମଚାରୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ, ସରକାରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ଡ୍ରେସ କୋର୍ଡରେ ବ୍ୟବହାର କରିବେ ।

ଫଟୋ ସୌଜନ୍ୟ: PTI
author img

By

Published : Jun 3, 2019, 1:02 PM IST

ତାମିଲନାଡୁ: ସୋମବାର ତାମିଲନାଡୁ ସରକାର ସମସ୍ତ ରାଜ୍ୟରେ କର୍ମଚାରୀଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ଡ୍ରେସ କୋର୍ଡରେ ରହିବେ ।

ତେବେ ଏହି ଡ୍ରେସ କୋର୍ଡରେ ମହିଳା କର୍ମଚାରୀଙ୍କ ପାଇଁ ସଲୱାର କମିଜ ଏବଂ ଶାଢୀ ସାମିଲ ଥିବାବେଳେ ପୁରୁଷଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ, ସର୍ଟ କିମ୍ବା ଧୋତି ରହିଛି ।

ତେବେ ଗତ ସପ୍ତାହରେ ତାମିଲନାଡୁ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ପୁରୁଷ ସରକାରୀ କର୍ମଚାରୀ ଧୋତି ବ୍ୟତୀତ ଯେ କୌଣସି ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧିପାରିବେ । ପିଟିଆଇର ଏକ ରିପୋର୍ଟ ଅନୁସାରେ, ରାଜ୍ୟ ସରକାର ସଚ୍ଚିବାଳୟର କର୍ମଚାରୀଙ୍କୁ କାଜୁଆଲ କପଡା ବଦଳରେ ଫର୍ମାଲ ଡ୍ରେସ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁ ସଚିବାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ସଂଶୋଧିତ ଡ୍ରେସକୋର୍ଡର ଆଦେଶ ମୁଖ୍ୟ ସଚ୍ଚିବ ଗିରିଜା ବୈଦନାଥଙ୍କ ପକ୍ଷରୁ ଜାରି କରାଯାଇଛି ।

ସ୍ଲଗ :-ସାବିତ୍ରୀ ବ୍ରତ ଅବସରରେ ବ୍ରହ୍ମପୁରର ବିଭିନ୍ନ ମନ୍ଦିରରେ ଚାଲିଛି ପୁଜାର୍ଚ୍ଚନା   .....
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+walk through,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୦୨-୦୬-୧୯. -(ସମସ୍ତ ଭିଜୁଆଲ majo ରେ ଯାଇଛି .)
 (ଆଙ୍କର):-ହିନ୍ଦୁ ଧର୍ମରେ ପ୍ରତ୍ୟେକ ବିବାହିତା ମହିଳା ପାଳନ କରିଥାନ୍ତି ସାବିତ୍ରୀ ବ୍ରତ । ନିଜ ସ୍ବାମୀ ଙ୍କ ଦୀର୍ଘାୟୁ କାମନ୍ନା କରି ଅତ୍ୟନ୍ତ ନିଷ୍ଠାର ସହକାରେ ପାଳନ କରାଯାଉଥିବା ଏହି ବ୍ରତ ବ୍ରହ୍ମପୁର ସହରରେ ପାରମ୍ପାରିକ ରୀତିନୀତି ରେ ବିଭିନ୍ନ ମନ୍ଦିରରେ ଆୟୋଜିତ ହେଉଥିବା ଦେଖାଯାଇଛି ।ସହରର କୋର୍ଟପେଟା ଲକ୍ଷ୍ମୀ ନାରାୟଣ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ସାବିତ୍ରୀ ବ୍ରତ ପୁଜାରେ ଶତାଧିକ ମହିଳା ସାମିଲ ହେବା ସହ ନଡିଆ ,ଆମ୍ବ ,ପଣସ ଭଳି ବିଭିନ୍ନ ପୁଜା ସାମଗ୍ରୀ ନେଇ ପୁଜାର୍ଚ୍ଚନା କରିଥିଲେ। ବ୍ରହ୍ମପୁରରେ କିଭଳି ଚାଲିଛି ସାବିତ୍ରୀ ବ୍ରତ ସେ ନେଇ ସହର ର କିଛି ମହିଳା ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା।
walk through
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.