ETV Bharat / bharat

‘ମାସକ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ’ - unnao rape case

ମାସକ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି ସ୍ବାତୀ ମାଲିୱାଲ । ଗତରାତିରେ ଉନ୍ନାଓ ପୀଡିତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଆଗକୁ ଅଧିକ ପଢନ୍ତୁ....

Swati Maliwal ,unnao
ଡିଜାଇନ ଫଟୋ
author img

By

Published : Dec 7, 2019, 11:05 AM IST

ନୂଆଦିଲ୍ଲୀ: ଜୀବନ ସଂଘର୍ଷରେ ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡିତା । ପୀଡିତାଙ୍କ ନ୍ୟାୟ ନେଇ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ମାସକ ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦାବି କରିଛନ୍ତି । ସେ ଉତ୍ତରପ୍ରଦେଶ ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ।

ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କଲେ ପୀଡିତା । ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବାବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ 5 ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଫଳରେ ତାଙ୍କର ଶରୀରର 90 ଭାଗ ଜଳିଯାଇଥିଲା । ପ୍ରଥମେ ଦୁଷ୍କର୍ମ ପୁଣି ବେଲ୍ ପରେ ଦୁଷ୍କର୍ମକାରୀଙ୍କ ପାଶବିକତା ନେଇ ଲୋକେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଜେଲ ନେଇଛି ପୋଲିସ । 14 ଦିନ ରିମାଣ୍ଡରେ ରଖିବା ପରେ ଦଣ୍ଡ ଦିଆଯିବା ନେଇ ସୂଚନା ମିଳିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.