ETV Bharat / bharat

ପୂର୍ବତନ ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ - ସ୍ବାମୀ ଚିନ୍ମୟାନନ୍ଦ

ଆଇନ ଛାତ୍ରୀଙ୍କ ଦୁଷ୍କର୍ମ ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କୁ ଜାମିନ ମିଳିଛି  । ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଯୌନ ଉତ୍ପୀଡନ ଆରୋପରେ ପୂର୍ବତନ ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ...

swami chinmayanand
ଚିନ୍ମୟାନନ୍ଦ
author img

By

Published : Feb 3, 2020, 3:19 PM IST

ନୂଆଦିଲ୍ଲୀ: ଆଇନ ଛାତ୍ରୀଙ୍କ ଦୁଷ୍କର୍ମ ମାମଲାରେ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କୁ ଜାମିନ ମିଳିଛି । ଆହ୍ଲାବାଦ ହାଇକୋର୍ଟ ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଆଇନ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଯୌନ ଉତ୍ପୀଡନ ଆରୋପରେ ପୂର୍ବତନ ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଥିଲା । ଚିନ୍ମୟାନନ୍ଦଙ୍କୁ ଏସଆଇଟି ସେପ୍ଟେମ୍ବର 20 ତାରିଖରେ ଗିରଫ କରିଥିଲା । ଅନ୍ୟପଟେ ସ୍ବାମୀ ଚିନ୍ମୟାନନ୍ଦଙ୍କ ଠାରୁ 5 କୋଟି ଟଙ୍କାର ଲାଞ୍ଚ ମାଗିଥିବା ଅଭିଯୋଗରେ ପୀଡିତା ଛାତ୍ରୀଙ୍କୁ ମଧ୍ୟ ଏସଆଇଟି ସେପ୍ଟେମ୍ବର 25 ତାରିଖରେ ଗିରଫ କରିଥିଲା। ଉକ୍ତ ଛାତ୍ରୀଙ୍କ ସହଯୋଗୀ ସଚିନ ସେଙ୍ଗର, ବିକ୍ରମ ଏବଂ ସଞ୍ଜୟ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ମାମଲାର ତଦନ୍ତ ଏସଆଇଟି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

प्रयागराज: स्वामी चिन्यानंद को इलाहाबाद हाईकोर्ट से मिली जमानत. इलाहाबाद हाईकोर्ट के जस्टिस राहुल चतुर्वेदी ने दी जमानत.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.