ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଶାହଙ୍କ ମନ୍ତବ୍ୟ, ଭାରତର ସୀମାରେ ପ୍ରବେଶ ପିଲା ଖେଳ ନୁହେଁ

ଭାରତୀୟ ସୀମାରେଖା ଖେଳ ପଡିଆ ନୁହେଁ କି କିଏ ମନ ଇଛାରେ ପ୍ରଵେଶ କରିଯିବ । ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଶାହାଙ୍କ ମନ୍ତବ୍ୟ, ଭାରତୀୟ ସୀମା ପ୍ରଵେଶ ପିଲା ଖେଳ ନୁହେଁ

author img

By

Published : Jun 9, 2020, 9:46 PM IST

ନୂଆଦିଲ୍ଲୀ: ଭାରତୀୟ ସୀମାରେଖା ଖେଳ ପଡିଆ ନୁହେଁ । ମନ ଇଛାରେ ପ୍ରଵେଶ କରି ହେଵ । ଭାରତ ସୀମା ମଧ୍ୟକୁ ପ୍ରଵେଶ ପିଲା ଖେଳ ଭାଵିଵା ବି ଅପରାଧ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ରଖିଛନ୍ତି । ଅମିତ୍ ଶାହା ସୋମବାର କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରିଛି । ଯାହା ଦର୍ଶାଉଛି ଯେ ଭାରତର ସୀମାକୁ ପ୍ରବେଶ କରିବା ପିଲାଙ୍କ ଖେଳ ନୁହେଁ ଏବଂ ଯିଏ ଏହା କରିବ ତାକୁ ଦଣ୍ଡ ଦିଆଯିବ । ଓଡିଶା ଭର୍ଚୁଆଲ ରାଲିରେ ଯୋଗ ଦେଇ ଶାହ କହିଛନ୍ତି ।

ଆମେ ମଧ୍ୟ ପୂର୍ବ ଭଳି ଆତଙ୍କବାଦୀ ଆକ୍ରମଣ ଦେଖିଛୁ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରି ଚୁପଚାପ୍ ବସି ନାହାଁନ୍ତି। ସେ ଏୟାର ଷ୍ଟ୍ରାଇକ୍ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ସହ ଉତ୍ତର ଦେଇଛନ୍ତି ଏବଂ ପାକିସ୍ତାନକୁ ଏକ ଶିକ୍ଷା ଦେଇଛନ୍ତି । ଏହା ବିଶ୍ବକୁ ଦର୍ଶାଇଛି ଯେ, ଭାରତ ଏହାର ସୀମାରେ ପ୍ରବେଶକୁ ସହ୍ୟ କରିବ ନାହିଁ ।

ଭାରତର ପ୍ରତିରକ୍ଷା ନୀତି ବିଶ୍ଵସ୍ତରରେ ଗ୍ରହଣୀୟ ହୋଇଛି । ସମଗ୍ର ବିଶ୍ୱ ସହମତ ହୋଇଛି ଯେ, ଆମେରିକା ଏବଂ ଇସ୍ରାଏଲ ପରେ ଯଦି ଅନ୍ୟ କୌଣସି ଦେଶ ଏହାର ସୀମା ରକ୍ଷା କରିବାରେ ସକ୍ଷମ, ତେବେ ଏହା ଭାରତ ଅଟେ । ଏପରି ଏକ ସମୟ ଥିଲା ଯେତେବେଳେ ଆମ ସୀମା ଭିତରକୁ କେହି ପ୍ରବେଶ କରି, ଆମର ସୈନିକମାନଙ୍କ ମୁଣ୍ଡ କାଟ କରୁଥିଲେ । ଆଉ ଏଥିରେ ଦିଲ୍ଲୀ ଦରବାର ପ୍ରଭାବିତ ନଥିଲା । ହେଲେ ଉରି ଏବଂ ପୁଲୱାମା ଆମ ସମୟରେ ଘଟିଥିଲା, ଏହା ମୋଦୀ ଏବଂ ବିଜେପି ସରକାରରେ ହୋଇଥିଲା । ଯେଉଁଥିପାଇଁ ଆମେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରିଥିଲୁ ବୋଲି ଶାହ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.