ETV Bharat / bharat

ଅଡୁଆରେ ଚିଦାମ୍ବରମ୍‌, ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି - p chidambaram

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ମାମଲାର ଶୁଣାଣିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ଫାଇଲ ଫଟୋ
author img

By

Published : Aug 21, 2019, 5:51 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଚିଦାମ୍ବରମ୍‌ । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ଅଶ୍ବସ୍ତି ମିଳିନାହିଁ । ଏହି ମାମଲାର ଶୁଣାଣିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ସିବିଆଇ ଏବଂ ଇଡି ଗିରଫ ପାଇଁ ଲଗାତାର ଚିଦାମ୍ବରମ୍‌ଙ୍କୁ ଖୋଜୁଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟରେ ତତ୍କାଳ ଶୁଣାଣିର ଆବେଦନ କରିଥିଲେ ସେ । କିନ୍ତୁ ଆବେଦନକାରୀଙ୍କ ଯାଚିକାରେ ତୃଟି ଥିବା ଦର୍ଶାଇ ଏହି ମାମଲାର ତତ୍କାଳ ଶୁଣାଣି ପାଇଁ କୋର୍ଟ ମନା କରିଦେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.