ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟତାରେ ବସିଥିବା ଏହି ତିନିଜଣିଆ ଖଣ୍ଡପୀଠରେ କାଏମ ରହିଲା ଫାଶୀ ଦଣ୍ଡାଦେଶ । ଆଉ କିଛି ସମୟ ପରେ ପଟିଆଲା ହାଉସ କୋର୍ଟରେ 4 ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାରି ହୋଇପାରେ ଡେଥ ୱାରେଣ୍ଟ ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଫାଶୀ ପାଇଁ ରାସ୍ତା ସଫା - ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା ନ୍ୟୁଜ
ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
![ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଫାଶୀ ପାଇଁ ରାସ୍ତା ସଫା nirbhaya case](https://etvbharatimages.akamaized.net/etvbharat/prod-images/768-512-5409393-thumbnail-3x2-screenshot-1638jpeg.jpg?imwidth=3840)
ଫାଇଲ ଫଟୋ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଆର୍ ଭାନୁମତିଙ୍କ ଅଧ୍ୟତାରେ ବସିଥିବା ଏହି ତିନିଜଣିଆ ଖଣ୍ଡପୀଠରେ କାଏମ ରହିଲା ଫାଶୀ ଦଣ୍ଡାଦେଶ । ଆଉ କିଛି ସମୟ ପରେ ପଟିଆଲା ହାଉସ କୋର୍ଟରେ 4 ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାରି ହୋଇପାରେ ଡେଥ ୱାରେଣ୍ଟ ।
Intro:Body:
Conclusion:
testing
Conclusion:
Last Updated : Dec 18, 2019, 1:37 PM IST