ETV Bharat / bharat

ସ୍କୁଲରେ ଲାଗିବନି ସିସିଟିଭି, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ସ୍କୁଲର ଶ୍ରେଣୀ ଗୃହରେ ଲାଗିବନି ସିସିଟିଭି କ୍ୟାମେରା । ଏନେଇ ରାୟ ଶୁଣାଇଛନ୍ତି ସୁପ୍ରିମମକୋର୍ଟ । ପୂ ର୍ବରୁ ସୁପ୍ରିମକୋର୍ଟ ଏନେଇ ରହିତାଦେଶ ଜାରି କରିଥିବା ବେଳେ ଆଜି ପଡିଛି ପୂର୍ଣ୍ଣଚ୍ଛେଦ ।

author img

By

Published : Jul 12, 2019, 5:00 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲର ଶ୍ରେଣୀ ଗୃହରେ ଲାଗିବନି ସିସିଟିଭି କ୍ୟାମେରା । ଏନେଇ ରାୟ ଶୁଣେଇଛନ୍ତି ସୁପ୍ରିମମକୋର୍ଟ । ତେବେ ପୂର୍ବରୁ ଏହି ଘଟଣା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ଖବର ଅନୁଯାୟୀ, ନୂଆଦିଲ୍ଲୀର ସମସ୍ତ ସ୍କୁଲର ଶ୍ରେଣୀ ଗୃହରେ 1.5 ଲକ୍ଷ ଟଙ୍କାର ସିସିଟିଭି କ୍ୟାମେରା ଲଗାଇବା ପାଇଁ ଆମ ଆଦମି ପାର୍ଟିର ନେତାମାନେ ଦାବି କରିଥିଲେ । ଏହି କ୍ୟାମେରା ଲଗାଇବା ଫଳରେ ଛାତ୍ରଛାତ୍ରୀଙ୍କ ପିତାମାତା ଘରେ ବସି ପିଲାଙ୍କ ସମସ୍ତ କାର୍ଯ୍ୟାକଳାପ ଦେଖିପାରିବେ ବୋଲି କୁହାଯାଇଥିଲା । ହେଲେ ଛାତ୍ରଛାତ୍ରୀଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ସୁପ୍ରିମକୋର୍ଟ ଏହାକୁ ଖଣ୍ଡନ କରିଛନ୍ତି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.