ETV Bharat / bharat

ଗୁଜୁରାଟକୁ 1000 ଭେଣ୍ଟିଲେଟର ଯୋଗାଇବ ଜ୍ୟୋତି ସିଏନ୍ସି ଫାର୍ମ

କୋରୋନା ଭାଇରସର ବିସ୍ତାରକୁ ଦୃଷ୍ଟିରେ ରଖି ଜ୍ୟୋତି ସିଏନ୍ସି ଫାର୍ମ ଗୁଜୁରାଟ ସରକାରଙ୍କୁ ଭେଣ୍ଟିଲେଟର ମାଗଣାରେ ପ୍ରଦାନ କରିଥିବା ବେଳେ, ଆହୁରି 1000ଟି ଭେଣ୍ଟିଲେଟର ଦେବ । ଅଧିକ ପଢନ୍ତୁ...

ventilator
ଗୁଜୁରାଟରେ କୋରୋନା
author img

By

Published : Apr 5, 2020, 3:03 PM IST

ଗାନ୍ଧୀନଗର: ଗୁଜୁରାଟରେ କୋରୋନାରେ ଶନିବାର ଗୁଜୁରାଟର ରାଜକୋଟ ଭିତ୍ତିକ ସଂସ୍ଥା ଜ୍ୟୋତି ସିଏନ୍ସି ଏକ ଭେଣ୍ଟିଲେଟରର ସଫଳ ପରୀକ୍ଷଣ କରିଛନ୍ତି । ନିର୍ମାଣ ହୋଇଥିବା ଏହି ଭେଣ୍ଟିଲେଟରର ନାଁ 'ଧାମନ 1' ରଖାଯାଇଛି ।

ତେବେ କୋରୋନା ଭାଇରାସ ବ୍ୟାପିଥିବାବେଳେ ଏହାକୁ ନଜରରେ ରଖି ଏହି ସଂସ୍ଥା ପ୍ରସ୍ତୁତ କରିଥିବା ଜଣାପଡିଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହାର ଆବଶ୍ୟକ ରହିଥିବାବେଳେ ଗୁଜୁରାଟ ସରକାରଙ୍କୁ ଜ୍ୟୋତି ସିଏନ୍ସି ଗୋଟିଏ ଭେଣ୍ଟିଲେଟର ବିନା ମୂଲ୍ୟରେ ପ୍ରଦାନ କରିଛନ୍ତି । ଯାହାର ଦାମ ପ୍ରାୟ 1 ଲକ୍ଷ ଟଙ୍କା ହେବ । ଆଗକୁ ମଧ୍ୟ ଏହି ସଂସ୍ଥା 1000ଟି ଭେଣ୍ଟିଲେଟର ପ୍ରଦାନ କରିବା ନେଇ କହିଛି ।

ବର୍ତ୍ତମାନ ରାଜ୍ୟରେ 122 ଜଣ ଆକ୍ରାନ୍ତ ହୋଇଥିବାବେଳେ 12 ଜଣ ମୃତ୍ୟୁ ବରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.