ETV Bharat / bharat

‘ମାନସିକ ସ୍ବାସ୍ଥ୍ୟ ସଙ୍କଟକୁ ରୋକିବାକୁ ପର୍ଯ୍ୟାପ୍ତ ନିବେଶ ଜରୁରୀ’

author img

By

Published : May 16, 2020, 12:35 AM IST

କୋଭିଡ-19 ଭଳି ମହାମାରୀ ଭଳି ସଙ୍କଟ ସମୟରେ ମାନସିକ ସ୍ବାସ୍ଥ୍ୟର ସୁସ୍ଥ ରହିବା ଜରୁରୀ ରହିଛି । ଏଥିପାଇଁ ପର୍ଯ୍ୟାପ୍ତ ନିବେଶ ଆବଶ୍ୟକ ରହିଛି । ଅଧିକ ପଢନ୍ତୁ..

Substantial investment
‘ମାନସିକ ସ୍ବାସ୍ଥ୍ୟ ସଙ୍କଟକୁ ରୋକିବାକୁ ପର୍ଯ୍ୟାପ୍ତ ନିବେଶ ଜରୁରୀ’

ହାଇଦ୍ରବାଦ: ସମଗ୍ର ବିଶ୍ୱରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ମିଳିତ ଜାତିସଂଘ ଦ୍ବାରା ଜାରି କୋଭିଡ-19 ଓ ମାନସିକ ସ୍ବାସ୍ଥ୍ୟ ଉପରେ ରହିଥିବା ନୀତିରେ କୁହାଯାଇଛି ଯେ, କୋଭିଡ-19 ମହାମାରୀ ମାନସିକ ସ୍ବାସ୍ଥ୍ୟ ବା ବିପଦ ପାଇଁ ସେବାରେ ପୁଞ୍ଜି ବିନିଯୋଗକୁ ତୁରନ୍ତ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଆଗାମୀ ମାସରେ ମାନସିକ ସ୍ବାସ୍ଥ୍ୟ ଅବସ୍ଥାରେ ବ୍ୟାପକ ବୃଦ୍ଧି ହେବ ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ ଆଡନୋମ ଘେବ୍ରେୟେସସ(Dr Tedros Adhanom Ghebreyesus) ଏହା ଉପରେ କହିଛନ୍ତି ଯେ, ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମହାମାରୀର ପ୍ରଭାବ ପୂର୍ବରୁ ହିଁ ଅଧିକ ରହିଛି । ସାମାଜିକ ବିଚ୍ଛିନ୍ନତା, ସଂକ୍ରମଣର ଭୟ ଏବଂ ପରିବାର ସଦସ୍ୟଙ୍କୁ ହରାଇବା ଡର ରୋଜଗାର ହାନି ଠାରୁ ମଧ୍ୟ ଅଧିକ ଭୟାନକ ହୋଇଥାଏ ବୋଲି ସେ କହିଛନ୍ତି ।

ରିପୋର୍ଟଗୁଡିକ ପୂର୍ବରୁ ହିଁ ଅନେକ ଦେଶରେ ଉଦାସୀନତା ଏବଂ ଚିନ୍ତାର ଲକ୍ଷଣ ବୃଦ୍ଧିକୁ ଦର୍ଶାଇଛି । ଅଧିକ କାର୍ଯ୍ୟ ଭାର, ଜୀବନ-ମୃତ୍ୟୁ ନିଷ୍ପତ୍ତି ଏବଂ ସଂକ୍ରମଣର ଆଶଙ୍କା ଆଦି ଫ୍ରଣ୍ଟଲାଇନ ହେଲଥ କେୟାର କର୍ମଚାରୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥାଏ । ଶିଶୁ ଓ କିଶୋରଙ୍କୁ ମଧ୍ୟ ଏହି ବିପଦ ରହିଛି । ଯେଉଁ ମିହିଳା ମାନେ ସ୍କୁଲ, ଘର କରଣା କିମ୍ବା ୱାର୍କ ଫ୍ରମ ହୋମ ରୃକରୁଛନ୍ତି ସେମାନେ ମଧ୍ୟ ବିପଦରେ ରହିଛନ୍ତି ।

କୋଭିଡ-19 ଲୋକଙ୍କ ରକ୍ଷଣାବେକ୍ଷଣା ପାଇଁ ମାନସିକ ସ୍ବାସ୍ଥ୍ୟକୁ ମଜବୁତ କରିବା ଗୁରୁତ୍ବପୂର୍ଣ୍ଣ ରହିଛି । କେୟାର ପ୍ରଣାଳୀ ମାନିକ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ ।

ଏଣୁ ଜଣେ କୋରୋନା ଆକ୍ରାନ୍ତ ରୋଗୀଙ୍କୁ ଭଲ କରିବା ପାଇଁ ମାନସିକ ସ୍ବାସ୍ଥ୍ୟ ସୁଦୃଢ ହେବା ଜରୁରୀ ରହିଛି । ଏହା ସ୍ପଷ୍ଟ ଯେ, ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତାକୁ ମୁଖ୍ୟ ତତ୍ବ ରୂପରେ କୋଭିଡ-19ରୁ ମୁକୁଳିବା ବଡ ଉପାଦାନ ବୋଲି ମାନିବା ଦରକାର ବୋଲି ଟେଡ୍ରୋସ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.