ETV Bharat / bharat

ସିଏବିକୁ ନେଇ ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ - mass torch rally

ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗଣପ୍ରତିବାଦ। ସିଏବିକୁ ନେଇ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଆଗକୁ ପଢନ୍ତୁ...

cab, gu protest
ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ
author img

By

Published : Dec 9, 2019, 9:57 PM IST

ଗୌହାଟୀ: ନାଗରିକତା ସଂଶୋଧିତ ବିଧେୟକ ବିଲ(ସିଏବି)କୁ ଆସାମର ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିରୋଧ। ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ରାଲି କରିବା ସହ ନିଜ ହାତ କାଟି ରକ୍ତରେ ପୋଷ୍ଟର ଲେଖି ପ୍ରତିବାଦ କରିଛନ୍ତି।

ଆଜି ସଂସଦରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ସିଏବିର ପ୍ରସ୍ତାବ ରଖିଥିଲେ । ଏହାସହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନାଗରିକତା ସଂଶୋଧିତ ବିଧେୟକ ବିଲକୁ ସମର୍ଥନ କରିଛନ୍ତି। ଏହାର ପ୍ରତିବାଦରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏନେଇ ଆୟୋଜିତ ହୋଇଥିବା ପ୍ରତିବାଦ ସଭାରେ ଗାୟକ ଦିକ୍ଷୁ, ଅଚୁର୍ଯ୍ୟ ବରପାତ୍ରା, ଅଭିନେତା ରବି ଶର୍ମା ଏବଂ ଅନ୍ୟ ଲୋକ ସାମିଲ ହୋଇଥିଲେ।

ସିଏବିକୁ ନେଇ ଗୌହାଟୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ନାଗରିକତା ସଂଶୋଧିତ ବିଧେୟକ ଦ୍ବାରା ଭାରତର ପଡୋଶୀ ରାଷ୍ଟ୍ରରେ ଧାର୍ମିକ ଦୃଷ୍ଟିକୋଣରୁ ନିର୍ଯାତନର ଶିକାର ହୋଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ।

Intro:Body:

Students slit their hands in GU to protest against CAB, mass torch rally

----------------------------

Protest against CAB have intensified with rallies and marches being held in Assam as the Union Home Minister Amit Shah proposed CAB in the Parliament on December 9th, 2019. 

Today, the students of the Gauhati University slit their hands and inked posters with blood opposing CAB. The students of the GU slammed Assam Chief Minister Sarbananda Sonowal for supporting the Bill. 

Singer Dikshu, Achurya Barpatra, actor Rabi Sharma and several others attended the protest. 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.