ETV Bharat / bharat

ଲକଡାଉନ: ଫସି ରହିଥିବା ଶ୍ରମିକଙ୍କୁ ଯୋଗ କ୍ଲାସ ଦେଲା ପ୍ରଶାସନ - ଲକଡାଉନ

ଉତ୍ତରପ୍ରଦେଶର ଗାନ୍ଧୀନଗର ପବ୍ଲିକ ସ୍କୁଲରେ ଏକ ଅସ୍ଥାୟୀ ଆଶ୍ୟ ସ୍ଥଳ ଗଠନ କରାଯାଇଛି । ତେବେ ଏହି ଆଶ୍ରୟସ୍ଥଳରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମୋରାଦବାଦ ଅଧିକାରୀ ଶନିବାର ଏକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

luckdown
ଫସି ରହିଥିବା ଶ୍ରମିକଙ୍କୁ ଯୋଗ କ୍ଲାସ ଦେଲା ପ୍ରଶାସନ
author img

By

Published : Apr 11, 2020, 1:28 PM IST

ଲକ୍ଷ୍ନୌ: ଦେଶରେ ଦ୍ରୁତ ଗତିରେ କୋରୋନା ଭାଇରସର ବ୍ୟାପିବାକୁ ରୋକିବା ପାଇଁ ଲକଡାଉନ ଘୋଷଖଣା କରାଯାଇଛି । ଏହା ମଧ୍ୟରେ ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି । ତେବେ ଉତ୍ତରପ୍ରଦେଶର ଏକ ଆଶ୍ରୟ ସ୍ଥଳରେ କିଛି ପ୍ରବାସୀ ଶ୍ରମିକଙ୍କୁ ଯୋଗ କରୁଥିବା ଦେଖିବାକୁ ମିଳିଛି ।

ତେବେ ଉତ୍ତରପ୍ରଦେଶର ଗାନ୍ଧୀନଗର ପବ୍ଲିକ ସ୍କୁଲରେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ଗଠନ କରାଯାଇଛି । ତେବେ ଏହି ଆଶ୍ରୟସ୍ଥଳରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମୋରାଦବାଦ ଅଧିକାରୀ ଶନିବାର ଏକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ତେବେ ଯେପରି ଶ୍ରମିକମାନେ ଲକଡାଉନ ସମୟରେ ବାହାରେ ନବୁଲନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶ୍ରମିକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିସହ ଏହି ମାନଙ୍କୁ କୋରୋନା ସାମାଜିକ ଦୂରତ୍ବ , ହାତ ସଫା କରିବା, ସଫା ରହିବା ଆଦି କୋରୋନା ଭାଇରସ ସମ୍ପର୍କିତ ସଚେତନତା କରାଯାଉଛି ।

ପ୍ରକାଶ ଥାଉକି, ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7447ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6565 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 643 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାଜଣାପଡିଛି । ଏପଟେ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 239 ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.