ETV Bharat / bharat

ଆମେରିକା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଜଣେ କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Mar 21, 2020, 9:59 AM IST

ମାଇକ ପେନ୍ସଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କୋରୋନା ଭାଇରସ୍ ପଜିଟିଭ୍ । ତେବେ ସିଡିସି ଗାଇଡଲାଇନ ଅନୁଯାୟୀ ଅଧିକ ଯୋଗାଯୋଗ ଅନୁସନ୍ଧାନ କରାଯାଉଛି । ଅଧିକ ଖବର ପଢନ୍ତୁ...

COVID19
ଆମେରିକା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଜଣେ କୋରୋନା ପଜିଟିଭ୍ ଚିହ୍ନଟ

ୱାଶିଂଟନ: ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ କୋରୋନା ଭାଇରସ୍ ପାଇଁ ପଜିଟିଭ୍। ପରୀକ୍ଷା ପରେ ବ୍ୟକ୍ତି ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ପେନ୍ସ ମୁଖପାତ୍ର ଶୁକ୍ରବାର ସନ୍ଧ୍ୟାରେ କହିଛନ୍ତି ।

ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ମାଇକ ପେନ୍ସ ମାର୍ଚ୍ଚ 9, 2020 ରେ ୱାଶିଂଟନ୍ ସ୍ଥିତ ହ୍ବାଇଟ ହାଉସର ବ୍ରାଡି ପ୍ରେସ୍ ସଂକ୍ଷିପ୍ତ କକ୍ଷରେ କୋରୋନା ଭାଇରସ୍ ଟାସ୍କ ଫୋର୍ସର ସଦସ୍ୟଙ୍କ ସହ କୋରୋନାଭାଇରସ୍ ବିଷୟରେ ବିବରଣୀ ଦେଇଥିଲେ ।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଜଣେ ସଦସ୍ୟ କୋରୋନା ଭାଇରସ୍ ସଂକ୍ରମଣ ବୋଲି ଶୁକ୍ରବାର ସନ୍ଧ୍ୟାରେ ଖବର ମିଳିଥିଲା । ରାଷ୍ଟ୍ରପତି ଟ୍ରମ୍ପ କିମ୍ବା ଉପରାଷ୍ଟ୍ରପତି ପେନ୍ସଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ନଥିଲା ବୋଲି କେଟି ମିଲର କହିଛନ୍ତି । ତେବେ ସିଡିସି ଗାଇଡଲାଇନ ଅନୁଯାୟୀ ଅଧିକ ଯୋଗାଯୋଗ ଅନୁସନ୍ଧାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.