ETV Bharat / bharat

ଅଳିଆ ଓ ପ୍ଲାଷ୍ଟିକରେ ସଜାଇଲେ ଘର

ଅଳିଆରୁ ପ୍ରସ୍ତୁତ କରିଛନ୍ତି ଅତି ସୁନ୍ଦର ଘରସଜ୍ଜା ସାମଗ୍ରୀ। ଯାହା ଗୃହିଣୀଙ୍କ ରୋଜଗାରର ମାଧ୍ୟମ ହୋଇପାରିବ।

author img

By

Published : Sep 4, 2019, 9:04 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଥିରୁଅନନ୍ତପୁରମ: ନିଜ ବୁଦ୍ଧି ଓ କୌଶଳ ବଳରେ ଅଳିଆ ଓ ପ୍ଲାଷ୍ଟିକକୁ ବ୍ୟବହାର କରି ଘର ସଜେଇବା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି କେରଳର ପଥାନାମାଥିଟ୍ଟାର ଜଣେ ମହିଳା ଶ୍ରୀ ରଶ୍ମୀ। ସେ ସ୍ପ୍ରେ ବୋତଲ, ଖବର କାଗଜ, ଅଣ୍ଡା ଖୋଳପା ଓ କିଛି ପ୍ଲାଷ୍ଟିକକୁ ମିଶାଇ ଏପରି ଘରସଜ୍ଜା ସମଗ୍ରୀ ପ୍ରସ୍ତୁତ କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏଭଳି ଧରଣର ସମଗ୍ରୀ ପ୍ରସ୍ତୁତ କରିଥିବା ଶ୍ରୀ ରଶ୍ମୀ ଜଣେ ବ୍ୟାଙ୍କ କର୍ମଚାରୀ। ତାଙ୍କ କହିବା କଥା ଯେ, ଏହି ଅଳିଆକୁ ବାହାରେ ପକାଇବା ଦ୍ବାରା ପ୍ରଦୂଷଣ ବଢିଥାଏ । ତେବେ ଏହାକୁ ବ୍ୟବହାର କରି କିଛି ନୂଆ ଜିନିଷ ନିର୍ମାଣ କରିବାକୁ ମୁଁ ଭାବିଲି । ତେବେ ଏହାକୁ ତିଆରି କରି ଯଦି ଗୃହିଣୀ ବଜାରରେ ବିକ୍ରି କରନ୍ତି ତେବେ ସେମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ହୋଇପାରିବ। ରଶ୍ମୀଙ୍କ ଏହି କାମକୁ ତାଙ୍କ ପିତାମାତା ଏବଂ ତାଙ୍କ ସ୍ବାମୀ ରତ୍ନେଶ ସମର୍ଥନ ଜଣାଇଛନ୍ତି।

Intro:Body:

From the waste to decorative products

Sreerashmi is a role model for every Malayalis. She took a great effort to reduce waste.  

Pathanamthitta: Sreerashmi is making decorative products from the plastic that is thrown away after use like Spray bottles, Newspaper, Eggshell, Pista shell, etc. Sreerashmi is a Private Bank employee. It is a good source of income to the housewives to make simple decorative products from our own home waste, Sreerakshmi said. Her husband Ratheesh along with his parents have given their support to the endeavor of Sri Rashmi.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.