ETV Bharat / bharat

କପୁଲଙ୍କ ପାଇଁ ସ୍ପୋଟିଫାୟର ନୂଆ ପ୍ଲାନ

author img

By

Published : Jul 2, 2020, 7:41 PM IST

ଗୋଟିଏ ଜାଗାରେ ରହୁଥିବା ଅଥବା ଲିଭ ଇନରେ ରହୁଥିବା କପୁଲଙ୍କୁ ପ୍ରିମିୟମ ଡୁଓ ପ୍ଲାନ ଗିଫ୍ଟ କରିଛି ସ୍ପୋଟିଫାୟ । ଏଥିରେ ନିଜ ନିଜ ଆକାଉଣ୍ଟ ବ୍ୟବହାର କରି ଉଭୟ ଗୋଟିଏ ପ୍ଲାନର ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ...

କପୁଲଙ୍କ ପାଇଁ ସ୍ପୋଟିଫାୟର ନୂଆ ପ୍ଲାନ
କପୁଲଙ୍କ ପାଇଁ ସ୍ପୋଟିଫାୟର ନୂଆ ପ୍ଲାନ

ହାଇଦ୍ରାବାଦ: ସ୍ପୋଟିଫାୟ ମ୍ୟୁଜିକ୍ କମ୍ପାନୀର ନୂଆ ପ୍ଲାନ । କପୁଲଙ୍କୁ ଆକର୍ଷିତ କରିବା ପାଇଁ ଏକ ପ୍ରିମିୟମ ପ୍ଲାନ ଆଣିଛି ଏହି ମ୍ୟୁଜିକ୍ ଷ୍ଟ୍ରିମିଂ ପ୍ଲାଟଫର୍ମ । ଏବେ କପୁଲଙ୍କ ପାଇଁ 2ଟି ଆକାଉଣ୍ଟ ଗୋଟିଏ ପ୍ଲାନ ଅଫର ବାହାରିଛି ।

ଏହା ଅନୁସାରେ ଗୋଟିଏ ଜାଗାରେ ରହୁଥିବା ଅଥବା ଲିଭ ଇନରେ ରହୁଥିବା କପୁଲଙ୍କୁ ପ୍ରିମିୟମ ଡୁଓ ପ୍ଲାନ ଗିଫ୍ଟ କରିଛି ସ୍ପୋଟିଫାୟ । ଏଥିରେ ନିଜ ନିଜ ଆକାଉଣ୍ଟ ବ୍ୟବହାର କରି ଉଭୟ ଗୋଟିଏ ପ୍ଲାନର ବ୍ୟବହାର କରିପାରିବେ । ପୂର୍ବରୁ ଏଥିରେ ପ୍ରିମିୟମ ମେମ୍ବରସିପ୍ ପ୍ଲାନ ବ୍ୟବହାର କଲେ ଅଧିକ ଖର୍ଚ୍ଚ ହେଉଥିଲା । ସେଥିପାଇଁ ଏପରି ପ୍ଲାନ ବାହାର କରିଛି କମ୍ପାନୀ ଯାହାଦ୍ବାରା ମାତ୍ର 12.99 ଆମେରିକୀୟ ଡଲାର ଖର୍ଚ୍ଚ କରି ଏକ ମାସ ଯାଏଁ ଏହାକୁ ଉପଭୋଗ କରିପାରିବେ ୟୁଜର୍ସ ।

ଏଥିରେ ଏକ ଡୁଓ ମ୍ୟୁଜିକ୍ ପ୍ଲେ ଲିଷ୍ଟ ରହିଛି । ଯେଉଁଥିରେ କପୁଲ ନିଜର ମନପସନ୍ଦର ଗୀତ ରଖିପାରିବେ । ଏହାକୁ ଥରେ ଅପଡେଟ୍ କଲେ ପ୍ରତିଦିନ ଏଥିରେ ସେମାନଙ୍କ ଫେଭରାଇଟ୍ ଗୀତକୁ ରଖିବ ସ୍ପୋଟିଫାୟ । ସେମାନଙ୍କୁ ଚିଲ୍ ଓ ଅଫବିଟ୍ ଗୀତ ପାଇଁ ମଧ୍ୟ ଅପସନ ଦେଖାଇବ । ଏହି ଅଫରକୁ ପ୍ରିମିୟମ ମେମ୍ବରମାନେ ମଧ୍ୟ ବ୍ୟବହାର କରିପାରିବେ । କେବଳ ଅପଗ୍ରେଡ କରି ସେମାନେ ଏହାକୁ ୟୁଜ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.