ETV Bharat / bharat

କୋରୋନା ଅପଡେଟ୍: ଦେଶରେ 1 ଲକ୍ଷ 51 ହଜାର ଆକ୍ରାନ୍ତ, 4 ହଜାର ଟପିଲା ମୃତ୍ୟୁସଂଖ୍ୟା - କୋରୋନା

24 ଘଣ୍ଟାରେ ସମଗ୍ର ଦେଶରେ 6387 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଆକ୍ରାନ୍ତଙ୍କ ମତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 51 ହଜାର 767ରେ ପହଞ୍ଚିଛି ।

corona
ଦେଶରେ 151767 ଆକ୍ରାନ୍ତ
author img

By

Published : May 27, 2020, 9:57 AM IST

ନୂଆଦିଲ୍ଲୀ: ଲକଡାଉନ 4.0 ଅବଧି ଶେଷ ହେବାକୁ ଆଉ କେଇଟା ଦିନ ବାକି ଥିବାବେଳେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ଏହା ମଧ୍ୟରେ 24 ଘଣ୍ଟାରେ ସମଗ୍ର ଦେଶରେ 6387 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 170 ଆକ୍ରାନ୍ତଙ୍କ ମତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଆକ୍ରାନ୍ତ ସଂଖ୍ୟା 1 ଲକ୍ଷ 51 ହଜାର 767ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 64,425 ଜଣ ସୁସ୍ଥ ଥିବାବେଳେ 4337 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.