ETV Bharat / bharat

ନାରୀ@2019: ସ୍ମାର୍ଟ ଓ ଫାଷ୍ଟ

‘ନ’ + ‘ଅରି’ = ନାରୀ । ଯାହାର କେହି ଶତ୍ରୁ ନାହାନ୍ତି ସେ ହେଉଛି ନାରୀ । ଯିଏ ସଂସାରକୁ ପ୍ରେମ ଶିଖାଏ ସେ ହେଉଛି ନାରୀ । ସୃଷ୍ଟି ସଂରଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନାରୀର । ତେଣୁ ସମସ୍ତ ନାରୀଙ୍କୁ ଶତ ଶତ ପ୍ରଣାମ । ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ । ନାରୀ ହସିଲେ ସୃଷ୍ଟି ହସିବ ।

author img

By

Published : Mar 9, 2019, 11:37 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ‘ନାରୀ’ । ଗୋଟିଏ ନାମ, ହଜାରେ ରୂପ । ଦୟା, କ୍ଷମା, ପ୍ରେମ ଓ ସଙ୍ଘର୍ଷର ପ୍ରତିମୂର୍ତ୍ତି । କେତେବେଳେ ସେ ସୀତାଙ୍କ ପରି ରମଣୀୟ, ସାବିତ୍ରୀ ପରି ପବିତ୍ର ଓ ଅହଲ୍ୟା ପରି ସହନଶୀଳ ତ କେତେବେଳେ ସେ ଶତୃ ସଂହାର ପାଇଁ ସାଜେ ମହିଷାମର୍ଦ୍ଦିନୀ ମାଆ ଦୁର୍ଗା । ମାଆ ହୋଇ କେବେ କୋଳେଇ ନିଏ ସେ ତା କୋଳକୁ । ଜୀବନ ସାଥୀ ହୋଇ ପାଦ ମିଶାଇ ଚାଲେ ପାଦରେ । ଝିଅଟିଏ ହୋଇ ଘରେ ଭରିଦିଏ ଖୁସି । ସବୁ ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଇ ନିଏ ।

ଫୁଲ ପରି କୋମଳ ମନ କିନ୍ତୁ ଅପାର ଶକ୍ତି ଓ ସାହସ ଭରି ରହିଛି ତା’ ଭିତରେ । କୌଣସି ପରିସ୍ଥିତିରେ ହାରିଯିବା ସେ ସ୍ୱୀକାର କରେନା । ମାଟିଠାରୁ ଆରମ୍ଭ କରି ମଙ୍ଗଳଗ୍ରହ, ଆକାଶଠାରୁ ଆରମ୍ଭ କରି ଅନ୍ତରୀକ୍ଷ । ନାରୀ ସର୍ବଦା ପ୍ରତିପାଦନ କରିଛି ନିଜର ପାରଦର୍ଶିତା । ଆଉ ପ୍ରମାଣ କରି ଦେଇଛି ପୁରୁଷଠାରୁ ସବୁ ସମୟରେ ଦୁଇ ପାଦ ଆଗରେ । ନାରୀ ପାଇଁ ଆଜି ଗୋଟିଏ ଦିନ ।

ମା, ଭଉଣୀ, ସ୍ତ୍ରୀ, ଝିଅ ନାରୀର ଏ ସମସ୍ତ ରୂପକୁ ଗୋଟିଏ ଦିନ ସମର୍ପଣ କରିବା ପାଇଁ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ଅନ୍ତର୍ଜାତୀୟ
ମହିଳା ଦିବସ ଭାବେ ପାଳନ କରାଯାଏ । ଆମେରିକା ସୋସିଆଲିଷ୍ଟ ପାର୍ଟି 1909 ମସିହାରେ ମହିଳାଙ୍କ ପାଇଁ ଫେବୃଆରୀ 28 ତାରିଖରେ ପ୍ରଥମ ମହିଳା ଦିବସ ପାଳନ କରିଥିଲେ ।

undefined

1910 ଅନ୍ତର୍ଜାତୀୟ ସାମାଜବାଦୀ ମହିଳା ସମ୍ମିଳନୀରେ ପ୍ରତିବର୍ଷ ଗୋଟିଏ ଦିନ ମହଳା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଗଲା । ପରେ 1917 ମସିହାରେ ସୋଭିଏତ ଋଷରେ ମହିଳାଙ୍କ ଦ୍ୱାରା ମତାଧିକାର ହାସଲ କରିବା ପରେ ମାର୍ଚ୍ଚ 8 ତାରିଖକୁ ସେଠାରେ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଗଲା । 1975ରେ ସଂଯୁକ୍ତ ରାଷ୍ଟ୍ର ଏହାକୁ ଗ୍ରହଣ କରିବା ପରେ ସମଗ୍ର ବିଶ୍ୱରେ ଏହି ଦିନକୁ ମହିଳା ଦିବସ ରୂପେ ପାଳନ କରାଯାଉଛି ।

ଆଜିର ନାରୀ ମର୍ତ୍ତ୍ୟରୁ ଯାଇ ମଙ୍ଗଳରେ ପହଞ୍ଚିବାର କ୍ଷମତା ରଖେ । ଦୂତି ହୋଇ ସେ ଜୀବନର ଯାତ୍ରାର ଅନେକ ମାଇଲ ଦୌଡି ପାରେ । ସୀତାରମଣ ହୋଇ ସେ ଦେଶର ପ୍ରତିରକ୍ଷା ଭାର ମୁଣ୍ଡାଇ ପାରେ । ସେ କଳ୍ପନା ହୋଇ ଆଶାର ମହାକାଶକୁ ଉଡିପାରେ ।

‘ନ’ + ‘ଅରି’ = ନାରୀ । ଯାହାର କେହି ଶତ୍ରୁ ନାହାନ୍ତି ସେ ହେଉଛି ନାରୀ । ଯିଏ ସଂସାରକୁ ପ୍ରେମ ଶିଖାଏ ସେ ହେଉଛି ନାରୀ । ସୃଷ୍ଟି ସଂରଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନାରୀର । ତେଣୁ ସମସ୍ତ ନାରୀଙ୍କୁ ଶତ ଶତ ପ୍ରଣାମ । ନାରୀ ବଞ୍ଚିଲେ ସୃଷ୍ଟି ବଞ୍ଚିବ । ନାରୀ ହସିଲେ ସୃଷ୍ଟି ହସିବ ।

ଆଜିର ଏହି ଖାସ ଦିବସରେ ସମାଜରେ ନାରୀର ଭୂମିକା ଏବଂ ଗୁରୁତ୍ବକୁ ମନେ ପକାଇବା ପାଇଁ 'ଇଟିଭି ଭାରତ'ର ଏହି ଛୋଟିଆ ପ୍ରୟାସ...

undefined

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

slug-salki bridge
format-avo
report-sadasiba patra
place-Phulabani(Kandhamal)
date-5.3.2019
ଫୁଲବାଣୀ ବ୍ଲକର ପାଞ୍ଚଟି ପଞ୍ଚାୟତର ଦୁଃଖ ନୁଆରିପଦର ନିକଟସ୍ଥ ସାଲୁଙ୍କି ନଦୀ  । ବାଉଁଶ ପୋଲରେ ଯାଉଥିବା ଲୋକଙ୍କୁ ମିଳିଛି ହାଇଲେଭଲ ବ୍ରିଜ୍  । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହାଇଲେଭଲ ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ମୂଖ୍ୟମନ୍ତ୍ରୀ ଏହି ବ୍ରିଜ ନିର୍ମାଣ ପାଇଁ ଘୋଷଣା କରିବାର ମାସେ ପରେ ପନ୍ଦର କୋଟିର ବ୍ରିଜ୍ ପାଇଁ ଶୁଭ ଦିଆଯାଇଛି  । ସ୍ତାନୀୟ ଲୋକେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି  । ଏଥିପାଇଁ ନୁଆରିପଦରରେ ଏକ ସାଧାରଣ ସଭାରେ ମୂଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଛନ୍ତି ସ୍ତାନୀୟ ନେତା ଓ ଲୋକେ  ।
.......
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.