ETV Bharat / bharat

‘ସାମାଜିକ ଦୂରତାକୁ ଅଭ୍ୟାସ ରୂପେ ଗ୍ରହଣ କରିବା ଆବଶ୍ୟକ’

ଜନତା କର୍ଫ୍ୟୁ ପରେ ବି ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

Social distancing
ଫାଇଲ ଫଟୋ
author img

By

Published : Mar 22, 2020, 10:38 PM IST

ନୂଆଦିଲ୍ଲୀ: ଜନତା କର୍ଫ୍ୟୁ ପରେ ବି ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ରବିବାର ରାତି 9ଟା ଯାଏଁ ହେବାକୁ ଥିବା ଜନତା କର୍ଫ୍ୟୁ ପରେ ଭାଇରସ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବାର ଭୁଲ ଧାରଣା ନରଖିବା ପାଇଁ ଟ୍ବିଟ କରି ଜଣାଇଛନ୍ତି ସେ ।

Social distancing
ଫଟୋ ସୌଜନ୍ୟ: @drharshvardhan

ସୋସିଆଲ ମିଡିଆରେ କିଛି ଭୁଲ ତଥ୍ୟ ଘୂରି ବୁଲୁଥିବା ସେ କହିଛନ୍ତି । ସାମାଜିକ ଦୂରତାକୁ ଏକ ବ୍ୟବହାର ରୂପେ ଆପଣାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଭାରତରେ ବର୍ତ୍ତମାନ ମୋଟ 346ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

IANS ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.