ETV Bharat / bharat

ରାମ ମନ୍ଦିର ଭୂମି ପୂଜନରେ ରବି ଶଙ୍କରଙ୍କୁ ମିଳିନି ନିମନ୍ତ୍ରଣ

author img

By

Published : Aug 5, 2020, 10:19 AM IST

ଆଜି ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଆଧ୍ଯାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।

ravi sankar
ରାମ ମନ୍ଦିର ଭୂମି ପୂଜନରେ ରବି ଶଙ୍କରଙ୍କୁ ହୋଇନି ନିମନ୍ତ୍ରଣ

ନୂଆଦିଲ୍ଲୀ: ଆଜି ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଆଧ୍ଯାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନିମନ୍ତ୍ରଣ କରାଯାଇନାହିଁ ।

ସୂଚନା ଅନୁଯାୟୀ, ରାମ ମନ୍ଦିର- ବାବ୍ରୀ ମସଜିଦ ମାମଲାରେ ରବିଶଙ୍କରଙ୍କୁ ମକଦ୍ଦମାକାରୀ ଏବଂ ହିତାଧିକାରୀଙ୍କ ମଧ୍ୟରେ କୋର୍ଟ ବାହାରେ ସମାଧାନ ପାଇଁ ତିନିଜଣିଆ ପ୍ୟାନେଲର ଏକ ଅଂଶ ଭାବରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା । ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେ ଗଣମାଧ୍ୟମରୁ ଶୁଣିବାକୁ ପାଇଛୁ ଯେ ରବି ଶଙ୍କର ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି। କିନ୍ତୁ ପ୍ରକୃତରେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ଦିଆଯାଇନାହିଁ ।

ପ୍ରକାଶ ଥାଉକି, ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନରେ ଯୋଗ ଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଜନେତାଙ୍କ ତାଲିକାରେ ଅତିଥି ଭାବରେ 175 ଲୋକ ଭାଗ ନେବେ । କୋରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଲୋକମାନଙ୍କୁ ମନ୍ଦିର ତଥା ସହରକୁ ନଆସିବାକୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.