ETV Bharat / bharat

ଦିଲ୍ଲୀରେ ଦୂର ହେବ ଟ୍ରାଫିକ୍ ସମସ୍ୟା - delhi traffic

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଶନିବାର 2,820 କୋଟିର ବ୍ୟୟବରାଦରେ ପ୍ରସ୍ତୁତ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ଦିଲ୍ଲୀକୁ ଇଷ୍ଟର୍ଣ୍ଣ ପେରିଫିରଲ ଏକ୍ସପ୍ରେସ୍(Eastern Peripheral Express) ସହ ଯୋଡାଯିବାର ଯୋଜନା ରହିଛି । ଏହି କୋରିଡର ହାଇସ୍ପିଡ ଏବଂ ସିଗନାଲ୍ ଫ୍ରି ହେବ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 6, 2019, 1:22 PM IST

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଏକ ଆଶ୍ବସ୍ତିପୂର୍ଣ୍ଣ ଖବର । ରାଜଧାନୀର ସଡକରେ ଟ୍ରାଫିକ ସମସ୍ୟାକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିବାପାଇଁ ଯାଉଛନ୍ତି ।

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଶନିବାର 2,820 କୋଟିର ବ୍ୟୟବରାଦରେ ପ୍ରସ୍ତୁତ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ଦିଲ୍ଲୀକୁ ଇଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ୍(Eastern Peripheral Express) ସହ ଯୋଡାଯିବାର ଯୋଜନା ରହିଛି । ଏହି କୋରିଡର ହାଇସ୍ପିଡ ଏବଂ ସିଗନାଲ୍ ଫ୍ରି ହେବ ।

ସଡକ ପରିବହନ ମନ୍ତ୍ରାଳୟ ଅନୁସାରେ, ଏହି ପ୍ରୋଜେକ୍ଟରେ ଗୋଟିଏ 6 ଲେନ୍ ବିଶିଷ୍ଟ କରିଡର୍ ତିଆରି କରାଯିବ । ଏହି କରିଡର ପୂର୍ବଦିଲ୍ଲୀର ଅକ୍ଷରଧାମର ବାଗପତସ୍ଥିତ ଇଷ୍ଟର୍ଣ୍ଣ ପେରିଫିରଲ ଏକ୍ସପ୍ରେସ୍(Eastern Peripheral Express)ସହ ଯୋଡାଯିବ ।

ତେବେ ଏହି ଯୋଜନା ଦ୍ବାରା ଦିଲ୍ଲୀର ସଡକରେ ଟ୍ରାଫିକ କମ୍ ହେବା ସହ ପ୍ରଦୂଷଣ ମୁକ୍ତ ହେବ ବୋଲି ଆଶା କରାଯାଉଛି ।
ସୂତ୍ର ଅନୁସାରେ, ଅକ୍ଷରଧାମଠାରୁ ସାହାରନପୁର ବାଇପାସକୁ ଯୋଡିବା 31.3 କିଲୋମିଟର ଲମ୍ବା ଏହଂ ରାସ୍ତା ହାଇୱେ-709ର ମଧ୍ୟ ଅଂଶ ହେବ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.