ETV Bharat / bharat

ସୁସ୍ଥ ରହିବାର ସିକ୍ରେଟ ଶଙ୍ଖ ଧ୍ବନି

ଶଙ୍ଖ ଧ୍ବନିଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଶଙ୍ଖ ବଜାଇବା ଦ୍ବାରା ଶୋଇଥିବା ଭାଗ୍ୟ ଚେଇଁ ଉଠିଥାଏ ।

ସୁସ୍ଥ ରହିବାର ସିକ୍ରେଟ୍ ଶଙ୍ଖ ଧ୍ବନି
author img

By

Published : Nov 23, 2019, 11:36 PM IST

ହାଇଦ୍ରାବାଦ: ସନାତନ ଧର୍ମରେ ପୂଜା-ପାଠରେ ବିଶେଷ ମହତ୍ତ୍ବ ରଖିଥାଏ ଶଙ୍ଖ । ପୂଜା ସମୟରେ ସମସ୍ତ ବିଧି ସମ୍ପନ୍ନ କରିବା ସହ ଶଙ୍ଖ ଧ୍ବନି ମଧ୍ୟ ଜରୁରୀ ହୋଇଥାଏ । ତେବେ ଏହାର ଫାଇଦା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଜାଣିବା ପାଇଁ ପଢନ୍ତୁ...

significance of blowing shankh at home
ସୁସ୍ଥ ରହିବାର ସିକ୍ରେଟ୍ ଶଙ୍ଖ ଧ୍ବନି

ଆମେ ସମସ୍ତେ ଜାଣିଛେ ଶଙ୍ଖ ଧ୍ବନିଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଶଙ୍ଖ ବଜାଇବା ଦ୍ବାରା ଶୋଇଥିବା ଭାଗ୍ୟ ଚେଇଁ ଉଠିଥାଏ । ଏତତ୍‌ ବ୍ୟତିତ ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । କୁହାଯାଏ ଶଙ୍ଖରେ ଜଳ ରଖି ପାନ କରିବାଦ୍ବାରା ହାଡ ଶକ୍ତ ହୋଇଥାଏ । ଶଙ୍ଖରେ ରଖାଯାଇଥିବା ଜଳକୁ ବାହାରେ ମଧ୍ୟ ସିଞ୍ଚନ କରାଯାଇଥାଏ । ଏମିତ କରିବାଦ୍ବାରା ବାହ୍ୟ ବାତାବରଣ ସୁଦ୍ଧ ରହିଥାଏ । ଏହାସହ ଦାନ୍ତ ମଧ୍ୟ ମଜବୁତ୍ ହୋଇଥାଏ ।

significance of blowing shankh at home
ସୁସ୍ଥ ରହିବାର ସିକ୍ରେଟ୍ ଶଙ୍ଖ ଧ୍ବନି

ଶଙ୍ଖ ବଜାଇବାଦ୍ବାରା କାମନାର ପୂର୍ତ୍ତି ହୋଇଥାଏ । ଏହାସହ ମନରେ ସକରାତ୍ମକ ବିଚାର ଆସିଥାଏ । ମା' ଲକ୍ଷ୍ମୀ ଏବଂ ବିଷ୍ଣୁ ଉଭୟ ହାତରେ ଶଙ୍ଖ ଧାରଣ କରିଥାନ୍ତି । ଯେଉଁକାରଣରୁ ଏହାର ଧ୍ବନି ଅତନ୍ତ୍ୟ ଶୁଭ ବୋଲି କୁହାଯାଏ । ଏହାର ଧ୍ବନିଦ୍ବାରା ଭଗବାନଙ୍କ କୃପା ମିଳିଥାଏ । ଏହାସହ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ ।

ଶଙ୍ଖ ବଜାଇବାଦ୍ବାରା ମୁହଁର ମଧ୍ୟ ଏକ୍ସରସାଇଜ ହୋଇଥାଏ । ଏହା ଶ୍ବାସ ସମ୍ବନ୍ଧିତ ରୋଗ ଦୂର କରିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.