ETV Bharat / bharat

ଆନ୍ଧ୍ରର ଅନନ୍ତପୁର ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ତ - ହସପିଟାଲରେ ଅଗ୍ନିକାଣ୍ତ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ସରକାରୀ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା । ସଟସର୍କିଟରୁ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ...

shock circuit in anantapur government hospital  in andhra pradesh
ଆନ୍ଧ୍ରପ୍ରଦେଶର ଅନନ୍ତପୁର ସରକାରୀ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ
author img

By

Published : Aug 26, 2020, 8:37 AM IST

ଅମରାବତୀ: ଆନ୍ଧ୍ରପ୍ର ଦେଶର ଅନନ୍ତପୁର ସରକାରୀ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନାହାଁନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ , ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶର ଅନନ୍ତପୁର ସରକାରୀ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ

ସୂଚନା ଅନୁସାରେ, ମେଡିକାଲର ରେକର୍ଡ ରୁମରେ ନିଆଁ ଲାଗିଥିବେ ଦେଖି ମେଡିକାଲ କର୍ମଚାରୀ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ, ରେକର୍ଟ ରୁମ ନିକଟରେ ଥିବା କୋଭିଡ ଓ୍ବାର୍ଡର ସମସ୍ତ ଆକ୍ରାନ୍ତଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ 24 ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.