ETV Bharat / bharat

ଶିବରାଜ ସିଂଙ୍କ କନ୍ୟା ବିୟୋଗ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କନ୍ୟା ଭାରତୀଙ୍କ ନିଧନ । ଗତ ବର୍ଷ ମେ 1ରେ ହୋଇଥିଲା ବିବାହ । ସଂଧ୍ୟାରେ ରଙ୍ଗଇ ସ୍ଥିତ ଶ୍ମଶାନଘାଟରେ ହେଲା ଭାରତୀଙ୍କ ଅନ୍ତିମ ସଂସ୍କାର।

author img

By

Published : Jul 18, 2019, 9:38 PM IST

ଫାଇଲ ଫଟୋ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କନ୍ୟା ଭାରତୀଙ୍କ ବିୟୋଗ ହୋଇଛି । ଭାରତୀ ଶିବରାଜଙ୍କ ପାଳିତ କନ୍ୟା ଥିଲେ । ଗତ ବର୍ଷ ମେ 1ରେ ଶିବରାଜ ଓ ପତ୍ନୀ ସାଧନା ସିଂ ଭାରତୀଙ୍କ ବିବାହ କରାଇଥିଲେ ।

ଭାରତୀ ବିଦିଶାର ନଗରପାଳିକାରେ କାର୍ଯ୍ୟରତ ଥିଲେ । ଗୁରୁବାର ଦେହ ଖରାପ ହେବାରୁ ଭାରତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସଠିକ ଚିକିତ୍ସା ନ ମିଳିପାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସଂଧ୍ୟାରେ ରଙ୍ଗଇ ସ୍ଥିତ ଶ୍ମଶାନଘାଟରେ ଭାରତୀଙ୍କ ଅନ୍ତମ ସଂସ୍କାର କରାଯାଇଛି । ଶିବରାଜ ସଦସ୍ୟତା ସମୀକ୍ଷା ବୈଠକ ପାଇଁ ରାୟପୁର ଯାଇଥିବାରୁ ଝିଅର ଅନ୍ତିମ ଦର୍ଶନ କରିପାରି ନାହାନ୍ତି ।

ବିଦିଶା ମୁଖାର୍ଜୀ ନଗରରେ ଶିବରାଜଙ୍କ ଏକ ଶେବାଶ୍ରମ ରହିଛି । ସେବାଶ୍ରମରେ ଚୌହାନ ଦୁଇଦଶକରୁ 7 ଜଣ ଝିଅ ଓ ଦୁଇ ଜଣ ପୁଅଙ୍କୁ ରଖି ସେମାନଙ୍କ ଶିକ୍ଷା ସହ ରହିବା ଖାଇବା ବୁଝୁଥିଲେ । ଗତବର୍ଷ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶିବରାଜ ଭାରତୀଙ୍କ ସମେତ, ରେଖା ଲୋଧି ଓ ପୁଅ କମଲ ଲୋଧିଙ୍କର ମଧ୍ୟ ରଙ୍ଗଇ ମନ୍ଦିରରେ ବିବାହ କରାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.