ETV Bharat / bharat

ଭାଇ ପାଖରେ ଠିଆ ହେବନି ଭାଇ - uttarpradesh

ଭାଇର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ସାମିଲ ହେବନି ଭାଇ। ମେନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ମୁଲାୟମ ସିଂ ଯାଦବଙ୍କ ପ୍ରାର୍ଥିପତ୍ର ଦାଖଲରେ ସାନ ଭାଇ ଶିବପାଲ ଯାଦବ ସାମିଲ ହେବେନାହିଁ।

ଡିଜାଇନ ଫଟୋ
author img

By

Published : Apr 1, 2019, 9:46 AM IST

ଫିରୋଜାବାଦ୍‌: ଭାଇର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ସାମିଲ ହେବନି ଭାଇ। ମେନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ମୁଲାୟମ ସିଂ ଯାଦବଙ୍କ ପ୍ରାର୍ଥିପତ୍ର ଦାଖଲରେ ସାନ ଭାଇ ଶିବପାଲ ଯାଦବ ସାମିଲ ହେବେନାହିଁ। ଶିବପାଲ ଯାଦବ ନିଜେ ଏପରି କହିବା ସହ ନେତାଜୀ ( ମୁଲାୟମ ସିଂ ଯାଦବ)ଙ୍କୁ ସେ ବଧାଇ ଦେବା ପାଇଁ ଯିବେ ଓ ତାଙ୍କୁ ନିଜ ଦଳର ପ୍ରଚାର କରିବା ପାଇଁ ନିମନ୍ତ୍ରଣ କହିବେ ବୋଲି କହିଛନ୍ତି।

ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶିଳା ସମାଜବାଦୀ ପାର୍ଟି ଗଠନ କରିଛନ୍ତି ଶିବପାଲ ଯାଦବ। ଏହା ସହ ସେ ନିଜେ ଏକ ସିଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ଯେଉଁଥିରେ ସେ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ଯାଦବଙ୍କ ବିରୋଧରେ ଠିଆ ହୋଇଛନ୍ତି ।

ସୂଚନା ଥାଉକି, ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଏସପି ଓ ବିଏସପି ମେଣ୍ଟ କରିଛନ୍ତି ।

Intro:Body:

Chandigarh: The State Special Operations Cell (SSOC) on Sunday arrested five "highly radicalised and motivated youth" who were allegedly planning to kill specific targets including Hindu leaders and members of Dera Sacha Sauda.

In a press release, Assistant Inspector General (AIG), SSOC, SAS Nagar Varinder Paul Singh said: "Acting on the direction given by the Director General of Police (DGP), Intelligence, VK Bhawra, the Special Cell on Sunday busted a militant module, which comprises highly radicalised and motivated youth."

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.