ETV Bharat / bharat

ଶରଜିଲ ଇମାମଙ୍କୁ ଦିଲ୍ଲୀ ଆଣିଲା ପୋଲିସ - ଜେଏନୟୁ ଛାତ୍ର ଶରଜିଲ ଇମାମ

ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ଜେଏନୟୁର ପିଏଚଡି ଛାତ୍ର ଶରଜିଲ ଇମାମଙ୍କୁ ବୁଧବାର ପାଟନାରୁ ଦିଲ୍ଲୀ ଅଣାଯାଇଛି। ଅଧିକ ପଢନ୍ତୁ...

sharjeel-imam
ଶରଜିଲ ଇମାମ
author img

By

Published : Jan 29, 2020, 2:27 PM IST

ନୂଆଦିଲ୍ଲୀ: ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ଜେଏନୟୁର ପିଏଚଡି ଛାତ୍ର ଶରଜିଲ ଇମାମଙ୍କୁ ବୁଧବାର ପାଟନାରୁ ଦିଲ୍ଲୀ ଅଣାଯାଇଛି। ଗତକାଲି ତାଙ୍କୁ ବିହାରର ଜେହାନାବାଦରୁ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଗିରଫ କରିଥିଲା। ଏହାପରେ ସ୍ଥାନୀୟ ଅଦାଲତ, ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କିଛି ଦିନ ତଳେ ଶରଜିଲ ଇମାମ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମୟୁ) ପରିସରରୁ ସେ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଧମକ ଦେଇଥିଲେ। ଏହି ମନ୍ତବ୍ୟ ପରେ ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ଏହା ବାତୀତ ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଆଲିଗଡ଼ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଛି।

Intro:Body:

https://twitter.com/ANI/status/1222344367462965248

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.